ରାଉଲକେଲା : ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଅଞ୍ଚଳରେ ଘଟିଛି ଏକ ଲଜ୍ୟାଜନକ ଘଟଣା । ୪ବର୍ଷର ଶିଶୁକନ୍ୟାକୁ ଚକୋଟେର ଲାଳଶା ଦେଖାଇ ଦୁଷ୍କର୍ମ କଲେ ଯୁବକ । ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଗପୁର ଗାଁର ସଞ୍ଜୟ ନାମକ ଜଣେ ୩୦ ବର୍ଷୀୟ ଯୁବକ ଗତକାଲି ସନ୍ଧ୍ୟାରେ ଜଣେ ୪ ବର୍ଷୀୟ ଶିଶୁକନାକୁ ନିଜ ମୋଟରସାଇକେଲରେ ବସାଇ ଚକୋଲେଟ୍ ଦେବ ବୋଲି କହି ସାଙ୍ଗରେ ନେଇ ଯାଇଥିଲା। ପରେ ଗାଁ ପାଖରେ ଥିବା ସ୍କୁଲ ପଡ଼ିଆରେ ସଞ୍ଜୟ ଅତି ଅମାନୁଷିକଭାବେ ନିରୀହ ଶିଶୁଟି ସହିତ ଦୁଷ୍କର୍ମ କରିଥିଲା । ଏହାପରେ ସଞ୍ଜୟ ସେହି ସ୍ଥାନରୁ ସେ ଫେରାର ହୋଇଯାଇଥିଲା । ତେବେ ଶିଶୁକନ୍ୟାଟି ସଜ୍ଞାହିନ ହୋଇ ପଡ଼ିଆରେ ପଡ଼ିରହିଥିବାର ଲୋକମାନେ ଦେଖି ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଛି । ତେବେ ରାଏବୋଗା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛସାରିଛି ।
କାମ ଦଉନି ସରକାରଙ୍କ ଦୁଷ୍କର୍ମ ଆଇନି; ପୁଣି ଚକୋଲେଟ୍ ଦେଖାଇ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !
- Advertisement -

coworking space for rent coworking space dubai
система пожарной сигнализации монтаж установка системы пожарной сигнализации
Читать расширенную версию: https://kuksaproject.ru
смотреть сериал сезон смотреть сверхъестественное
заказ свадьбы москва заказать свадьбу под ключ
свадьба организация и проведение организация недорогой свадьбы
стоматология на менделеевской платная стоматология
промокод пятерочка от 1500 действующий промокод в пятерочке
Любишь азарт? фриспины за регистрацию подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.