ପ୍ରେମିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ ଜଣେ ନାବାଳକକୁ ଅଟକ ରଖିଛି। ଗତକାଲି ରନ୍ତଲେଇ ଅଂଚଳରେ ଜଣେ ନାବାଳକ ଓ ଜଣେ ନାବାଳିକଙ୍କୁ ସ୍ଥାନୀୟ ଲୋକେ ଆପତ୍ତିଜନକ ଅବସ୍ଥାରେ ଧରି ଥିଲେ। ଉଭୟେ ଗୋଟିଏ ଗାଁର ବାସିନ୍ଦା। ତ ଘଟଣା ସଂକ୍ରାନ୍ତରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ସଂପର୍କ ସ୍ଥାପନ କରିଥିବା ବେଳେ ପରେ ଏଥିରୁ ଓହରି ଯାଇଥିଲେ। ଅନୁଗୁଳ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସଂପୃକ୍ତ ନାବାଳକକୁ ଅଟକ ରଖିଛି।
ନାବାଳିକIକୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଅଟକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- zeroprobe on ଆଜିର ରାଶିଫଳ
- apartments for sale phuket_icMa on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- 1win_oqOa on ଆଜିର ରାଶିଫଳ
- epicbooth on ଆଜିର ରାଶିଫଳ
- probebyte on ଆଜିର ରାଶିଫଳ
