ମାର୍ଚ୍ଚ ୦୬ତାରିଖ ୨୦୧୯ମସିହା (ବୁଧବାର)
କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୨୫ମଧ୍ୟେ
ବାରବେଳା-ଦିବା ଘ୧୧/୫୪ ଗତେ ଘ୦୧/୨୫ମଧ୍ୟେ
ଅମୃତବେଳା – ଦିବା
ଘ୦୭/୩୬ ଗତେ ଘ୦୯/୦୨ମଧ୍ୟେ ଓ ଘ୦୨/୫୮ ଗତେ ଘ୦୪/୨୦ମଧ୍ୟେ
ମାହେନ୍ଦ୍ର ବେଳା- ଦିବା
ଘ୦୭/୩୮ ମଧ୍ୟେ ଓ ଘ୧୦/୨୬ ଘ୧୧/୫୦ମଧ୍ୟେ
ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ। ଆପଣଙ୍କର ପ୍ରତିଷ୍ଠା ଲାଗି ଅସବର ମିଳିବ। ବ୍ୟବସାୟରେ ଧନଲାଭର ସ˚କେତ ମିଳିବ। ବିବାହିତ କୌଣସି ମନୋରମ ସ୍ଥାନକୁ ବୁଲି ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ବରୀ।
ବୃଷ: ବ୍ୟବସାୟରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ହେବ। କ˚ପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।
ମିଥୁନ: ପ୍ରଭୁଙ୍କ ଆରାଧନାରେ ମନେର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆଜି ଯାହା ବି କାମ କରିବେ ସଫଳତା ପାଇବେ। ଆପଣଙ୍କ ସରଳତା ପାଇଁ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।
କର୍କଟ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ଆପଣଙ୍କୁ କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।
ସି˚ହ: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ ପାଇଁ ଭଲ ଅବସର ମିଳିବ। କାହାରିକୁ ଉଧାର ଦିଅନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।
କନ୍ୟା: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ସରକାରୀ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ପ୍ରତ୍ସୋହନ ମିଳିପାରେ। ଅଫିସରେ କାମର ଚାପ କମ୍ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।
ତୁଳା: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ ତାହା ସଫଳ ହେବ। ପ୍ରିୟଜନଙ୍କ ସହିତ ମିଳନ ଯୋଗ ରହିଛି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମାଣିକେଶ୍ବରୀ।
ବିଛା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ଭରା ରହିବ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ପରିବାରର ସ୍ଥିତି ଠିକ୍ ରହିବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।
ଧନୁ: ସମୟ ସୀମାକୁ ଧୢାନ ରଖି କାମ କରନ୍ତୁ। କିଛି କଠିନ ପରିସ୍ଥିତି ସାମନାକୁ ଆସିପାରେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।
ମକର: ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଆପଣଙ୍କ ଶାନ୍ତ ସ୍ବଭାବର ପ୍ରଶ˚ସା ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଜୀବନସାଥୀଙ୍କର ଢେର୍ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।
କୁମ୍ଭ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସବୁ କାମ ଭଲ ଢଙ୍ଗରେ ପୂରା କରିନେବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।
ମୀନ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ। ମ୍ୟୁଚୁଆଲ୍ଫଣ୍ତ୍ରେ ନିବେଶ କରନ୍ତୁ; ଫାଇଦା ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ବଢ଼ିଆ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

Все подробности: https://stritstroy.ru
шкаф на заказ купить шкафы на заказ
мебель на заказ москва шкаф по моим размерам
Нужна стальная лента? лента стальная упаковочная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
смотреть сериал качестве смотреть сверхъестественное 11 сезон
организация свадебного агентства свадьба под ключ москва недорого
проведение свадьбы организатор свадеб москва
центральная стоматология стоматология стоимость
бандажная лента для глушителя лента бандажная лм-50
Слот с тематикой собачек dog house слот предлагает бонусные фриспины, липкие вайлд-символы и высокий потенциал выигрыша благодаря множителям и расширяющимся символам.
Любишь азарт? фриспины за регистрацию подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Хочешь испытать азарт? покерок официальный сайт онлайн-покер с турнирами, кэш-столами и бонусами для игроков. Удобный интерфейс, мобильное приложение и регулярные покерные серии. Играйте в холдем, омаху и участвуйте в крупных турнирах.
Продажа и установка камеры видеонаблюдения калининград. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная монтаж видеонаблюдения в калининграде для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Appreciate tthe recommendation. Willl trry itt out.
my webb siye :: cnhub.xyz