କାଳବେଳା ଓ
ବାରବେଳା-ଦିବା ଘ୧୦/୩୮ଗତେ ଘ୦୧/୨୫ମଧ୍ୟେ
ଅମୃତବେଳା* ଦିବା ଘ୦୮/୦୦ ଗତେ ଘ୦୯/୧୫ମଧ୍ୟେ ଓ ରାତ୍ରି ଘ୦୮/୫୦ଗତେ ଘ୧୨/୦୩ମଧ୍ୟେ*
*ମାହେନ୍ଦ୍ର ବେଳା-* ଦିବା ଘ ୦୯/୨୦ ଗତେ ଘ୧୦/୪୧ମଧ୍ୟେ* ଓ ଘ୦୧/୨୬ଗତେ ଘ୦୨/୫୦ମଧ୍ୟେ
ମେଷ
ଆଜି କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। କର୍ମକ୍ଷେତ୍ରରେ କୌଣସି ସୁଯୋଗ ପାଇ ମଧ୍ୟ ହରାଇବା ସକାଶେ ବ୍ୟଥିତ ହେବାକୁ ପଡିପାରେ। ଜମିଜମା, ନୂତନ ବାଣିଜ୍ୟାରମ୍ଭ ସକାଶେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ ।ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ ।
ବୃଷ
ଆଜି ଆପଣଙ୍କ ମନସ୍ତାପ ବନ୍ଧୁଙ୍କ ସାହାଯ୍ୟ ଯୋଗୁ ସାମୟିକ ଦୂରୀଭୁତ ହୋଇଯିବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ସଙ୍ଗକୁ ପରିବାରରେ ଶାନ୍ତି ମଧ୍ୟ ଫେରି ଆସିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ସ୍ଥଗିତ ରହିଯାଇଥିବା କାମକୁ ସମ୍ପନ୍ନ କରିବେ।
ମିଥୁନ
ଆଜି ନିଜର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ମନସ୍ତାପ କରିବାକୁ ପଡିପାରେ। ବନ୍ଧୁମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ସାମାଜିକ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
କର୍କଟ
ସ୍ବାସ୍ଥ୍ୟ ସମସ୍ୟାର ପୂର୍ବାବସ୍ଥାରେ ଉନ୍ନତି ଦେଖାଦେବ। ପୁରୁଣା ସମସ୍ୟା ଗୁଡିକ ତୁଟି ଯାଇଥଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଭଲ ସମ୍ପର୍କଥିବା ବ୍ୟକ୍ତିମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଉପରେ ଭରଷା କରି ପରିଶେଷରେ ମୁଣ୍ଡରେ ହାତଦେଇ ବସି ପାରନ୍ତି।
ସିଂହ
ସ୍ବାର୍ଥସାଧନର କ୍ଷୀଣ ଆଶା ଦେଖି କୌଣସି ସାଧାରଣ କଥାର ଦ୍ୱାହି ଦେଇ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା କାରଣରୁ କାମରେ ଅଗ୍ରଗତି ଘଟିନପାରେ। ସାଙ୍ଗଠନିକ ସ୍ଥିତି, ରାଜନୀତି, ଆଲୋଚନା ପାଇଁ ଆଜିର ଦିନଟି ବହୁତ ଭଲ।
କନ୍ୟା
ଆଜି ହାତକୁ ନେଇଥିବା ଉନ୍ନୟନ ମୂଳକ କାମଟି ବାଧାପ୍ରାପ୍ତ ହୋଇପାରେ । ଅର୍ଥ ସଂକଟ ଲାଗି ରହିବା କାରଣରୁ ଦୀର୍ଘ ଦିନ ହେଲା ଶେଷ ପର୍ଯ୍ୟାୟରେ ଥିବା ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯିବ। ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବିରକ୍ତି ପ୍ରକାଶ କରିବା କାରଣରୁ ସୁସମ୍ପର୍କ ବାଧାପ୍ରାପ୍ତ ହୋଇପାରେ।
ତୁଳା
ବନ୍ଧୁମିଳନ ଅବକାଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଉପରିସ୍ଥ କର୍ମଚାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। କର୍ମକ୍ଷେତ୍ରରେ ଇର୍ଷାଳୁ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଆଜିର ଯାତ୍ରା, କଳା, ସାହିତ୍ୟ
ବିଛା
ବହୁତ ଗୁଡିଏ କାମ ଅଟକି ରହିଥିବା କାରଣରୁ ଟେନ୍ସନ ଲାଗି ରହିବ। ବିବାଦୀୟ ସ୍ଥିତି ମଧ୍ୟରେ ଚଳି ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା କ୍ଷେତ୍ରରେ ବନ୍ଧୁଙ୍କ କେଇପଦ କଥା କାମକୁ ଆସିପାରେ। ବାରମ୍ବାର ବାଧାପ୍ରାପ୍ତ ହୋଇ ଅଟକି ରହିଯାଉଥିବା କାମର ସମୀକ୍ଷା କରି ବ୍ୟସ୍ତ ହେବେ।
ଧନୁ
ଆଜି ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଫେରନ୍ତା ବାଟରୁ କିଛି ମୂଲ୍ୟବାନ ଜିନିଷ ଲାଭ କରିପାରନ୍ତି। ବୟସ୍କବ୍ୟକ୍ତିଙ୍କ ପରାମର୍ଶରେ ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ ।
ମକର
ସାଧାରଣ ଘଟଣାକୁ ବୃହତ୍ ଆକାରରେ ଚିନ୍ତା କରି ବ୍ୟସ୍ତ ହୋଇପାରନ୍ତି।କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହମତିରେ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ। ମୂଲ୍ୟବାନ ଜିନିଷଟି ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇ ଅପଦସ୍ତ ହୋଇପାରନ୍ତି।
କୁମ୍ଭ
ମାନସିକ ସ୍ଥିତି ପ୍ରାୟତଃ ଭଲ ରହିଲେ ମଧ୍ୟ ଶାରୀରକ ଦୁର୍ବଳତା ପ୍ରାୟତଃ ଲାଗିରହିବ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୁତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ମୀନ
ଆଜି ଅଫିସ୍ କାମରେ କୈାଣସି ବ୍ୟତିକ୍ରମ ଅବଲୋକନ କରି ବିରକ୍ତିକର ମନ୍ତବ୍ୟ ଦେବା ଫଳରେ ନୂଆ ସମସ୍ୟାକୁ ସମାଧାନ କରିବାକୁ ପଡିବ । ପରିବହନ, ବ୍ୟବସାୟରେ ଆଶାଜନକ ସୁଫଳ ପାଇବେ । ସାଧାରଣ କଥାକୁ ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଅତିରଞ୍ଜିତ କରି ପ୍ରଚାର କରିବେ

Все подробности по ссылке: https://tele-bot.ru
свадебное агентство свадьба москва сайт
номер стоматологии частная стоматология
Топ слот онлайн https://sweetbonanzaslot.top казино слот с красочной графикой, фриспинами и каскадными выигрышами. Высокая волатильность и множители обеспечивают шанс на крупные выплаты.
Делаешь ставки? ставки на юфс аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Делаешь ставки? ставки на бои аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Продажа и установка камеры видеонаблюдения. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная установка видеонаблюдения в калининграде для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.