ଓ୍ବାଶିଂଟନ : କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍ ସ୍ଥିତ ଲ୍ୟାବ୍ରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ତଦନ୍ତ ଜାରି ରହିଛି। ଏହି ମର୍ମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି ଯେ, କରୋନା ସଂକ୍ରମଣ ପଛରେ ଚାଇନାର ହାତ ଥିବା କୁହାଯାଉଛି। ତେବେ ଏନେଇ ପ୍ରମାଣ ମିଳିଲେ ପରିଣତି ଭୟାବହ ହେବା ସହିତ ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କରୋନା ସଂକ୍ରମଣ ସମ୍ପର୍କରେ ଚାଇନା କୌଣସି ଠିକ ତଥ୍ୟ ନ ଦେବାରୁ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଥିବା ସେ କହିଛନ୍ତି।
କରୋନା ସଂକ୍ରମଣ ପଛରେ ଚାଇନାର ହାତ , ଚେତାବନୀ ଦେଲେ ଟ୍ରମ୍ପ୍
Leave a Comment
Leave a Comment
- Advertisement -
Stay Connected
Comment
- Kingstonboump on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Wyattcouri on Architecture beach blue chairs
- chicken-road_qcet on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- plinko_okoa on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- IbrahimMum on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
