ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ମିଳିତ ଜରୁରୀ ପାଣ୍ଠି ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ) ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ନିୟୁତ ଡଲାର ଯୋଗାଇଦେବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ମିଳିତ ଉଦ୍ୟମ ବଳରେ କରୋନାର ମୁକାବିଲା କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ୍ରମେ ରବିବାର ଅନୁଷ୍ଠିତ ଭିଡିଓ କନ୍ଫରେନ୍ସରେ ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏଥିରେ ଭାଗ ନେଇ ସାର୍କ ରାଷ୍ଟ୍ରଗୋଷ୍ଠୀକୁ ଭାରତର ବାର୍ତ୍ତା ଦେଇଛନ୍ତି। ମାରାତ୍ମକ କୋଭିଡ-୧୯ର ମୁକାବିଲା ଲାଗି ପ୍ରସ୍ତୁତ ହୁଅ, କିନ୍ତୁ ଭୟ କରନାହିଁ ବୋଲି ମୋଦି କହିଥିଲେ। ବିଶ୍ୱ ଜନସଂଖ୍ୟାର ଏକ-ପଞ୍ଚମାଂଶ ବସବାସ କରୁଥିବା ସାର୍କ ରାଷ୍ଟ୍ରଗୁଡ଼ିକୁ ସମ୍ଭାବ୍ୟ ଭବିଷ୍ୟତ ସ୍ଥିତି ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ସାର୍କ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ କମ୍ ରହିଛି। ଆମକୁ ଆହୁରି ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସରେ ଉଦ୍ବୋଧନ ଦେଇ କହିଥିଲେ। ଆମେ ସମସ୍ତେ ଏକାଠି ପ୍ରସ୍ତୁତ ହେବା, ପ୍ରତିକାର ବ୍ୟବସ୍ଥା କରିବା ଦ୍ୱାରା ନିଶ୍ଚୟ ସଫଳ ହୋଇପାରିବା ବୋଲି ସେ ପରାମର୍ଶ ଦେଇଥିଲେ।
କରୋନା ମୁକାବିଲା ଲାଗି ଭାରତ ଚିକିତ୍ସା ଭିତ୍ତିଭୂମିର ବିକାଶ ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛି। ବାହାର ଦେଶର ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ସନ୍ଦିଗ୍ଧଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି। ବିଭିନ୍ନ ସଂକ୍ରମିତ ଦେଶରେ ଥିବା ପ୍ରାୟ ୧୪୦୦ ଭାରତୀୟଙ୍କୁ ଫେରାଇ ଅଣାଗଲାଣି। ଏପରିକି ପଡୋଶୀ ଦେଶର ଲୋକଙ୍କୁ ମଧ୍ୟ ଫେରାଇ ଆଣିବାରେ ଭାରତ ସହାୟତା କରିଛି। ଭୂତାଣୁକୁ ହେୟଜ୍ଞାନ କରନ୍ତୁ ନାହିଁ କି ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଗନି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ (ସ୍ବାସ୍ଥ୍ୟ) ଜଫର ମିର୍ଜା ଭିଡିଓ କନ୍ଫରେନ୍ସରେ ଭାଗ ନେଇଥିଲେ। ସଦସ୍ୟ ରାଷ୍ଟ୍ରମାନେ ସମନ୍ବିତ ଉଦ୍ୟମ ଉପରେ ଜୋର ଦେଇଥିଲେ। ସାର୍କ ରାଷ୍ଟ୍ରମାନଙ୍କର ଏକ ମନ୍ତ୍ରୀଗୋଷ୍ଠୀ ଗଠନ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। କରୋନା ଭୂତାଣୁ ସର୍ଭିଲାନ୍ସ ପୋର୍ଟାଲ ସ୍ଥାପନ କରି ଭାରତ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସମ୍ଭାବ୍ୟ ସଂକ୍ରମଣ ଚିହ୍ନଟରେ ସହାୟତା କରିପାରିବ ବୋଲି ସେ କହିଥିଲେ। ମହାମାରୀ ନିୟନ୍ତ୍ରଣ ଲାଗି ମିଳିତ ଗବେଷଣା ପ୍ଲାଟଫର୍ମ ସ୍ଥାପନ ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏଥିରେ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍ଆର୍) ନେତୃତ୍ୱ ନେଇପାରିବ ବୋଲି ସେ କହିଥିଲେ।
କରୋନାକୁ ନେଇ ସାର୍କ ରାଷ୍ଟ୍ରଙ୍କୁ ଭାରତର ବାର୍ତ୍ତା: ପ୍ରସ୍ତୁତ ରୁହ, ଭୟ କରନାହିଁ
1 Comment
1 Comment

Sex-toy vibrator videoVideo on how to initiate sexNikki sexx big ass crackersFree massive natural boob videosCluster of blisters on the vaginaHentai video sailormoonSexy short
hairstyle xnxx Devon michals and latia lopez sexFree punjabi
porn videoJulia naked stileTranny porn tube sitesThe
fear hentai simpsonsCute ass twinkPorn subtitlesWomen shows her titsVintage movie projectorsSex magic porn https://xnxxmega.com/ Is wwe taryn terrell a virginTeen cumshot romplCanoeing lick
creek indianaHanes mens bikini underweartCollegedudes
baily sexBang bus porn tubeAsian teen pornstars listCigarette smoking
and vaginal drynessHypnosis for bigger breastDaily updated virgin movies
xnxx Find free anal fucking web sitesAged nude
thumbsEgor cumAnna miller sexVintage pieDildo shape shifterSexy black college
girlsAmanda byram naked picturesAdult free hosting unlimited webErotic
lingerie ‘lingerieGay lussacs experimentAss cute fatBrandie belle fuckedFlip flop
embossed die cut bottom customAlternative to craigslist eroticFree preeteen nudeAids hiv in liberia
sex workerWife sucking my friend cockGiant cum loads pornhub