ଭୁବନେଶର : ପ୍ରେମ ପାଇଁ ଦିର୍ଘ ୬ବର୍ଷ ଧରି ପାକିସ୍ତାନର ପେଶାୱର ଜେଲରେ ବନ୍ଦୀ ଥିବା ଭାତୀୟ ନାଗରିକ ଭାରତ ଫେରିଛନ୍ତି । ଜେଲରୁ ମୁକ୍ତ ହେବା ପରେ ଅନଶାରୀ ୱାଘା ବଡର ଦେଇ ଭାରତକୁ ପ୍ରବେଶ କରିଛନ୍ତି । ସେଠାରେ ଅନସାରୀଙ୍କୁ ଅପେକ୍ଷା କରିଥିଲେ ତାଙ୍କ ପରିବାର ଲୋକ । ୬ବର୍ଷ ପରେ ଅନସାରିଙ୍କୁ ପାଖରେ ପାଇ ଆତ୍ମହରା ହୋଇ ପଡିଥିଲେ ପରିବାର ଲୋକ । ତା’ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ ଅନସାରୀ । ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଯୋଗୁ ଅନସାରୀ ଭାରତକୁ ଫେରିଛନ୍ତି ।
ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
5 Comments
5 Comments

комплект камер видеонаблюдения для дома ночной комплект видеонаблюдения
car hire Tivat airport sedan https://rent-a-car-tivat-airport.com
car rental Podgorica reviews https://car-rental-in-podgorica-airport.com
Подробности внутри: https://alexstroy.su
свадьба организация и проведение заказ свадьбы москва