ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ପୁଣି ସପ୍ତାହେ ସମୟ ମିଳିଛି। ଏହି ସମୟ ମଧ୍ୟରେ ସମସ୍ତ ଆଇନଗତ ବିକଳ୍ପ ପୂରଣ କରିବାକୁ ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେମାନଙ୍କ ଲାଗି ମୃତ୍ୟୁ ଓ୍ବାରେଣ୍ଟ ଜାରି କରାଯିବ ବୋଲି ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ଆବେଦନ କରିଥିଲେ। ତେବେ ଏହାକୁ କୋର୍ଟ ଖାରଜ କରିଛନ୍ତି। ସୂଚନାଯୋଗ୍ୟ, ଏବେ ଅକ୍ଷୟ ସିଂଙ୍କ ରାଜକ୍ଷମା ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ରହିଛି। ଏହା ଖାରଜ ହେଲେ ସେ ସୁପ୍ରିମ୍ କୋର୍ଟରେ ଆବେଦନ କରି ପାରିବେ। ସେହିପରି ପଓ୍ବନ ଗୁପ୍ତାଙ୍କ ପାଖରେ ରାଜକ୍ଷମା ଏବଂ ଏହା ଖାରଜ ହେବା ପରେ ସୁପ୍ରିମ୍କୋର୍ଟରେ ଆବେଦନ କରିବାର ବିକଳ୍ପ ରହିଛି। ତେବେ ମୁକେଶ ସିଂ ଏବଂ ବିନୟ ଶର୍ମାଙ୍କ ପାଖରେ କୌଣସି ବିକଳ୍ପ ନାହିଁ।
ନିର୍ଭୟା ଦୋଷୀଙ୍କୁ ଦିଆଗଲା ୭ ଦିନ : ଏକା ସାଥିରେ ନିର୍ଭୟା ପିଶାଚଙ୍କୁ ଦିଆଯିବ ଫାଶୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- radio dacha 748 on ହାଇଦ୍ରାବାଦରୁ ଆସିଲେ ୧୦୮ ପ୍ରବାସୀ ଓଡ଼ିଆ
- DannytoT on ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସର ଗିରଫ
- Antoniolob on Make use of sports as exercise
- Thomasgeola on ଗଞ୍ଜାମ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆଜି : ବିଜେଡିରୁ କିଏ ହେବେ ନବୀନଙ୍କ ହାତରେ ନିଷ୍ପତ୍ତି
- RussellHon on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
