ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଏଡସ୍ ଦିବସ । ୧୯୮୮ରୁ ଡିସେମ୍ବର ୧ତାରିଖକୁ ପ୍ରତିବର୍ଷ ବିଶ୍ୱବ୍ୟାପୀ ଏଡସ୍ ଦିବସ ବାବେ ପାଳନ କରାଯାଉଛି । ତେବେ ଆଜି ଏହି ଦିବସରେ କିଛି ତଥ୍ୟ ସାମ୍ନାକୁ ଆସିଛି । ୟୁନିସେଫ ରିପୋର୍ଟରୁ ଜଣାପଡିଛି, ଭାରତରେ ସର୍ବାଧିକ ଶିଶୁ ଓ କିଶୋର ଏଚଆଇଭି ଆକ୍ରାନ୍ତ । ଏପରିକି ଦକ୍ଷିଣ ଏସିଆରେ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଓ ଏଡସ ଜନିତ ସଙ୍କଟ ଉଦେବଗଜନକ ବୋଲି ରିପୋର୍ଟରେ କୁହାଯାଇଛି । ୟୁୂନିସେଫ ଚେତାଇ ଦେଇଛି ଯେ, ଯଦି ଏଚଆଇଭି ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ତେବେ ୨୦୩୦ ସୁଦ୍ଧା ଏହା ଅତି ଭୟଙ୍କର ରୂପ ନେବ । ଏବଂ ପ୍ରତ୍ୟେକ ଦିନ ପାଖାପାଖି ୮୦ଜଣ କିଶୋର ଏଚଆଇଭି ଓ ଏଡସରେ ଜୀବନ ହରାଇବେ ।
ଆଜି ହେଉଛି ‘ବିଶ୍ୱ ଏଡସ ଦିବସ’ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Sullivanviasy on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- BrockFap on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- KellyRaL on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Maxcok on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Hankret on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
