ଭୁବନେଶ୍ୱର: ଲୋୟର ପିଏମ୍ଜିରେ ୧୧ ଦିନରେ ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ ଗଣଧାରଣା । ଗତ ଜାନୁୟାରୀ ୨୮ ତାରିଖରୁ ସଂଘ ବ୍ଲକସ୍ତରୀୟରୁ ଆରମ୍ଭ କରି ରାଜଧାନୀ ଆନ୍ଦୋଳନ ଜାରି ରଖିଛି । ଏହି କର୍ମଚାରୀମାନେ ଦୀର୍ଘ ୬ବର୍ଷ ହେବ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିଲେ ମଧ୍ୟ ସରକାର ଚରମ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ବିଶେଷକରୀ ଠିକା ନିଯୁକ୍ତକୁ ହଟାଇ ସ୍ଥାଇ ନିଯୁକ୍ତି, ସମାନ କାମକୁ ସମାନ ଦରମା ଦାବିରେ ସଂଘ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛି । ଦୁଇ ସପ୍ତାହ ଆନ୍ଦୋଳନରେ ସଂଘ ବସିଥିଲେ ମଧ୍ୟ ସରକାରଙ୍କ କୌଣସି ପ୍ରତିନିଧି ସାକ୍ଷାତ ନରିନଥିବା ସଂଘର ସଭାପତି ଆଶିଷ ରଞ୍ଜନ ବିଶ୍ୱାଳ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
୧୧ ଦିନରେ ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ ଗଣଧାରଣା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JimmyOvami on ଆଜିର ରାଶିଫଳ
- Dexterpaymn on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- PaxtonNut on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- DarrenSig on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- RogerAbipt on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
