ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ଟ୍ରାଇର ନୂଆ ନିୟମ ଲାଗୁ ହୋଇଛି । ଟେଲିକମ୍ ନିୟନ୍ତ୍ରଣ ସଂସ୍ଥା ନିୟମ ଅନୁଯାୟୀ ଉପଭକ୍ତାମାନେ ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ । ଯେଉଁ ଚ୍ୟାନେଲ ଦେଖିବେ ସେଇ ଚ୍ୟାନେଲ ପାଇଁ ଧାର୍ଯ୍ୟ ହୋଇଥିବା ପଇସା ଦେବେ । ଉପଭେକ୍ତାମାନେ ମାସିକ ୧୫୩ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ଶହେଟି ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ । ଏହାସହ ଅଧିକ ୨୦ଟଙ୍କା ଦେଲେ ଆଉ ୨୫ଟି ଫ୍ରିଟୁ ଚ୍ୟାନେଲ ଦେଖିବେ । ତେବେ ପ୍ରତି ଚ୍ୟାନେଲ ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି ।
ଆଜି ଠାରୁ ଦେଶରେ ଟ୍ରାଇର ନୂଆ ନିୟମ ଲାଗୁ ହୋଇଛି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Roberthib on Live Tv
- BradleyOrant on Architecture beach blue chairs
- best live betting Sportsbook on ନଡିଆ ଗଛ ପଡି ଶିଶୁକନ୍ୟା ମୃତ !
- Anthonyheeva on ଘରୋଇ କଳିର କରୁଣ ପରିଣତି !
- Michaelgedly on ଇନୋଭା ଲୁଟ ଘଟଣା : ଯଦୁପୁରରୁ ଗାଡି ସହ ୨ଜଣଙ୍କୁ କାବୁ କଲା ପୋଲିସ
