ବାଲେଶ୍ୱର: ରେମୁଣା ଥାନା ଅଧିନ ରାଉତରାୟପୁର ହାଟପଡ଼ିଆ ନିକଟ ଏକ ପରିବାରରେ ଦୁର୍ବୃତ୍ତମାନେ କଳା କନା ବୁଲାଇ ଦେଲେ । ଗତକାଲି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରି ସୁଶାନ୍ତ ମହାରଣାଙ୍କ ଘରୁ ଗାଡ଼ି, ସୁନା ଓ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ଆସିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ୪ୁଜଣ ଦୁର୍ବୃତ୍ତଅଚାନକ ସୁଶାନ୍ତଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଯାହାକୁ ନେଇ ସୁଶାନ୍ତ ନଗଦ ଏକ ଲକ୍ଷ , ଘରୋଥିବା ସୁନା ଓ ଏକ ବାଇକକୁ ନେଇଯାଇଥିବା ଦୁର୍ଗାଦେବୀ ପାଣ୍ଡିରେ ଅଭିଯୋଗ କରିଛନ୍ତି ।
ଘରେ ପଶିଲେ, ବନ୍ଧୁକ ଦେଖାଇଲେ, ଭୟଭୀତ କରି ଲୁଟିନେଲେ !
- Advertisement -
Stay Connected
Comment
- JacobBiz on ଆଜିର ରାଶିଫଳ
- rankloom on ଆଜିର ରାଶିଫଳ
- opalmeadowgoodsgallery on ଆଜିର ରାଶିଫଳ
- 1win_siel on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- 1win_heel on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !

шкафы на заказ шкафы-заказать.рф