ଭୁବନେଶ୍ୱର: ଶେଷ ହେଲା ମହାପ୍ରସାଦ ବିବାଦ । ତେବେ ଶ୍ରୀମନ୍ଦିରରେ ଅବଢା ଦର ଧାର୍ଯ୍ୟ ପାଇଁ ପରୀକ୍ଷାମୂଳକ ରୋଷେଇ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ମାତ୍ର ସମନ୍ୱୟ ଅଭାବରୁ ଗତକାଲି ଏ ରୋଷେଇ ହୋଇପାରିନଥିଲା । ତେବେ ଚିଠା ଓ ସାମଗ୍ରୀ ଆସିଥିଲେ ମଧ୍ୟ କୋଠ ଭୋଗ ସୁଆରଙ୍କୁ ଡକାଯାଇ ପାରିନଥିବାରୁ ସେମାନେ ରୋଷେଇ ପାଇଁ ଆସିନଥିଲେ । ଫଳରେ ରୋଷେଇ ଅଟକିଥିଲା ।ତେବେ ଏଥିପାଇଁ ଗତକାଲି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ସୁଆର-ମହାସୁଆର ନିଯୋଗ ମଧ୍ୟରେ ଅନୁଷ୍ଠିତ ଆପୋଷ ଆଲୋଚନା ହୋଇଥିଲା । ତେବେ ଆଜି ସକାଳ ୯ଟାରୁ ପରୀକ୍ଷାମୂଳକ ରୋଷେଇ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।ପ୍ପୂର୍ବ ନିଷ୍ପତ୍ତି ମୁତାବକ, କୋଠଭୋଗ ରୋଷଶାଳାରେ ଏହି ରୋଷେଇ କରାଯିବ ସହିତ ଶ୍ରୀମନ୍ଦିର ପ୍ରଶାସନ ଦ୍ରବ୍ୟ ଯୋଗାଇବ। ତାହାସହିତ କୋଠ ଭୋଗ ସୁଆର ଏହି ରୋଷେଇ କରିବେ । ରୋଷେଇ କରିବା ପରେ ସମୁଦାୟ ଖର୍ଚ୍ଚକୁ ହିସାବକୁ ନିଆଯାଇ ମହାପ୍ରସାଦର ଦର ଧାର୍ଯ୍ୟ ହେବା ପରେ ଦରକୁ ଚୂଡାନ୍ତ ବୋଲି ଧରି ନିଆଯିବ। ଏହା ପରେ ସୁଆର-ମହାସୁଆର ନିଯୋଗର ସହମତିରେ ଧାର୍ଯ୍ୟ ଦର ସୂଚନାଫଳକ ଲଗାଯିବ। ତେବେ ଆଜି ଜିଲ୍ଲାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ବଳରାମ ମହାପାତ୍ର, , ବୈଦ୍ୟନାଥ ମହାସୁଆର ସମେତ ଉପସ୍ଥିତ ରହି ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି ।
ଶେଷ ହେଲା ମହାପ୍ରସାଦ ଦର ବିବାଦ, ଆଜି ପରୀକ୍ଷାମୂଳକ ଅବଢା ରୋଷେଇ ଆରମ୍ଭ !
- Advertisement -
Stay Connected
Comment
- Eddiemet on ଶୁଭାରମ୍ଭ ହେଲା ଆମ ଘରେ ଏଲ୍ଇଡି ଯୋଜନା; ଏଣିକି ଜଳିବ ଆଲୁଅ ଦାଉଦାଉ, ପଢନ୍ତୁ…
- HarryZex on ଲାଞ୍ଚ ନେଇ ଜେଲ୍ ଗଲେ ପୋଲିସ ବାବୁ
- MiltonWep on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- RoderickInato on ପୁଣି ହାଜତ ଭିତରେ ଅଭିଯୁକ୍ତ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ !
- Rodneyrip on ଅଣୟାତ ହେଲାଣି ପରକ୍ରିୟା ପ୍ରୀତି; ପୁଣି ଭଦ୍ରକ ତିହିଡ଼ି କାଁପଡ଼ାବିନ୍ଧାରେ ପରକ୍ରିୟା ପ୍ରୀତିରୁ ହତ୍ୟାକାଣ୍ଡ !

She stroke dickBigboobdreams fuckingPregnancy sexualCock at holeLive adut asian females
on camWetlands swingers club ocean city mdEbony moms having sexGo daddy boobsJade barney nakedFree eva longoria porn xnxx Barely legalo porn moviesHairy katerina movieBreast cancer
fundraising wristbandsGirl splits nudeAnal free movie strapMedical domination playSurvivor weman nudeProjects on moby dick https://xxxxvideos.cc/ Navajo nakedNigerian women breastsLo mas sexy
de youtubeWhat does a male orgasm look likeMicah richards sex videoVirgin mary statue cries bloodRule of thumbsBusty dominaBank missouri
spermSquirming whiie being fucked xnxx Free video clips of dick suckingBoob viedeoHot strip playing herselfWemens lingerieJuvenile adult offenders differencePorn video gallariesAnal finger made her poop