ଭାରତୀୟ କ୍ରିକେଟ୍ ପୁରୁଷ ଦଳ ପରେ ମହିଳା ଦଳ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି । ତେବେ ଟସ୍ ଜିତି ଭାରତୀୟ ମହିଳାଦଳ ପ୍ରଥମେ ବୋଲିଙ୍ଗି କରିବାର ନିଷ୍ପତି ନେଇଥିଲା । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡର ଦଳକୁ ୪୪.୨ ଓଭରରେ ୧୬୧ ରନରେ ଅଲଆଉଟ୍ କରିଦେଇଥିଲା । ତେବେ ଭାରତୀୟ ଦଳ ୧୬୨ ରନର ବିଜୟ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଥିଲା । ସ୍ମୃତି ମନ୍ଧାନାଙ୍କ ଜବରଦସ୍ତ ୯୦ ରନର ଇନିଂସ ଏବଂ ମିତାଲି ରାଜଙ୍କ ଦମଦାର ୬୩ ରନ ବଳରେ ୩୫.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ତେବେ ପ୍ରଥମରୁ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିବା ବେଳେ ମାତ୍ର ୧୫ ରନରେ ୨ଟି ୱିକେଟ ହରାଇଥିଲା ଭାରତ । ତେବେ ଅଧିନାୟିକା ମିତାଲି ରାଜ୍ ଏବଂ ସ୍ମୃତି ମନ୍ଧାନାଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଭାରତ ଏକ ସହଜ ବିଜୟ ହାସଲ କରିନେଇଛି ।
୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- Advertisement -
Stay Connected
Comment
- ChrisHyday on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- ChrisHyday on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- ChrisHyday on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Reabilitaciya alkogolikov_ehsl on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- Reabilitaciya alkogolikov_xgsl on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !

карта ip камер ip камера уличная
комплект ip камеры видеонаблюдения комплект видеонаблюдения wifi
лента стальная монтажная стальная лента
Полная статья здесь: https://kuksaproject.ru
Частный гид организует экскурсию индивидуальные экскурсии из Светлогорска Калининградской области с экскурсоводом и персональным маршрутом по достопримечательностям региона.
Главные новости: https://avantum-remont.ru
Самое важное сегодня: https://ekostroy76.ru
шкаф по размерам шкафы-заказать.рф
купить шкаф на заказ шкафы
Нужна стальная лента? лента бандажная оцинкованная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
центр стоматологии сайт стоматологии москва
дизайнерские светильники купить дизайнерские подвесные светильники
свадьба под ключ организация свадьбы под ключ
проведение свадьбы свадьба под ключ москва
стоматология на карте стоматология прием
лента бандажная стальная лента стальная упаковочная мягкая
промокод пятерочка доставка 2026 промокод пятерочка