ବାଲେଶ୍ୱର: ରୂପସା ଷ୍ଟେସନ ନିକଟରେ ଟ୍ରେନରେ କଟି ବାପ ଓ ପୁଅ ମୃତ । ମୃତକ ହେଲେ ଯାଜପୁର ଜିଲ୍ଲା ଯଖପୁରା ଗାଁର ପାତରାଜୁ ପ୍ରଧାନ ଓ ତାଙ୍କ ପୁଅ ପୂର୍ବ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନାଅନୁଯାୟୀ ମୃତ ବାପ ଓ ପୁଅ ରୂପସାରୁ ଯାଜପୁର ଯିବା ପାଇଁ ଉତ୍ତର କେବିନ୍ ରୁ ଷ୍ଟେସନକୁ ଯାଉଥିଲେ । ଅସାବଧାନତା କାରଣରୁ ବିପରୀତ ଦିଗରୁ ଆସୁଥିବା ଶତାଦ୍ଦୀ ଏକ୍ସପ୍ରେସ ବାପ ଓ ପୁଅ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ବାପ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବତ୍ତି ଯାଇଛନ୍ତି ସ୍ତ୍ରୀ । ଘଟଣାସ୍ଥଳରେ ପୋଲିସ ଓ ଜିଆରପିଏଫ ପହଂଚି ମୃତ ମୃତ ଦେହକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ରୂପସା ଷ୍ଟେସନ ନିକଟରେ ଟ୍ରେନରେ କଟି ବାପ ଓ ପୁଅ ମୃତ, ଅଳ୍ପକେ ବର୍ତ୍ତିଲା ମାଆ !
- Advertisement -
Stay Connected
Comment
- MichaelAwait on ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- BrianCob on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- BradleyGob on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- Claudesmase on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ
- CharlesJat on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.