ବାଲେଶ୍ୱର: ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ । ଯାହାକୁ ନେଇ ବିରୋଧୀ ଭୋଗରାଇ କଂଗ୍ରେସ ବିରୋଧ ପାଇଁ ସଜବାଜ ହୋଇଛି । ତେବେ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଛି । ଯଦି ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସନ୍ତି ତେବେ କଂଗ୍ରେସ ଜୋରଦାର ବିରୋଧ କରିବ । ବିଶେଷକରୀ ରାଜ୍ୟ ସରକାରଙ୍କ ଜନହୀତକର ଯୋଜନାକୁ ତିବ୍ର ସମାଲେଚନା କରିଛି ବିରୋଧୀ । ଚାଷୀଙ୍କ ପାଇଁ କାଳିଆ ଓ ପିଠା ଯୋଜନା ନିଜ ଦଳ କର୍ମୀଙ୍କ ନିକଟରେ ଅଟକି ଥିବା ଅଭିଯୋଗ କରିଛନ୍ତି । ଏହାସହ ୧୯ ବର୍ଷ ଶାସନ କରି ମଧ୍ୟ ରାଜ୍ୟରେ ବିକାଶ ହୋଇନଥିବା ପ୍ରକାଶ କରିଛନ୍ତି । ଗରିବ ଦିନ ପରେ ଗରିବ ହେଉଥିବା ବେଳେ ଧନୀ ସାହୁକାର ଏଠି ଧନୀ ହେଉଥିବା ଅଭିଯୋଗ କରିଛନ୍ତି । ଚାଷୀ, ବେକାରି ଓ ଦାଦନ ଦେଶରେ ରାଜ୍ୟ ମଡ଼େଲ ସାଜିଛି । ଯାହାକୁ ନେଇ ନବୀନ ସରକାର ବାହାବାହା ନେଉଛନ୍ତି । ତେବେ ଏହାର ପ୍ରତିଜବାବ ଆସନ୍ତା ନିର୍ବାଚନରେ ଜନସାଧାରଣ ଦେବା ନେଇ ଚେତାବନୀ ଦେଇଛନ୍ତି ।
ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesCax on London Spitfire punches ticket to Overwatch League finals
- RandallLam on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- Casino en caba on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- JamesCax on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Angelothini on ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
