ଭୁବନେଶ୍ୱର : ସରକାରୀ ଅଫିସ ଏବଂ ବ୍ୟାଙ୍କଗୁଡିକ ଚଳାଇବା ନେଇ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍ଡାଉନ ବଳବତ୍ତର ରହିବ ବୋଲି ଗୁରୁବାର ନୂଆ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୨୩ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ମଋତୁ ଯୋଗୁ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟର ସବୁ ବ୍ୟାଙ୍କ ଶୁକ୍ରବାରଠାରୁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ନିୟମ ୬ଟି ଅଞ୍ଚଳ କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଏବଂ କୋରାପୁଟ ପାଇଁ ଲାଗୁ ହେବନାହିଁ। ସକାଳୁ ବ୍ୟାଙ୍କ କାର୍ଯ୍ୟାରମ୍ଭ ହେବାପରେ ସେଠାରେ ଯେପରି ଲୋକମାନଙ୍କ ଗହଳି ନ ଜମିବ ସେଥିପ୍ରତି ଧ୍ୟାନ ଦିଆଯିବ। ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦୃଷ୍ଟି ଦିଆଯିବ। ଏପ୍ରିଲ ୧୦ ତାରିଖରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସକାଳ ୮ଟାରୁ ଯେପରି ଗ୍ରାହକମାନେ ସେବା ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ।
ଆଜିଠାରୁ ସକାଳୁଆ ବ୍ୟାଙ୍କ
- Advertisement -
Stay Connected
Comment
- casina DůVěRyhodná 2026 on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
- Waynejedge on କମିଶନରେଟ ପୋଲିସର ନୂଆ କଟକଣା
- Waynejedge on Iphone dark notebook pen
- Terrancerem on ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ
- Terrancerem on ଜେଲ୍ ଗଲେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ,ଲକ୍ଷେ ଟଙ୍କା ଲାଞ୍ଚ ନେଇ ହୋଇଥିଲେ ଗିରଫ

California exotic jack rabbit vibratorGay spots in melbourne australiaTreatment for anal skin tagsCooking
frozen chicken breast ovenTriple creampie gloryholeHot nude lesbians picFree adult xxx ebooks xnxx
White trash porn xxxDruck fucking girls moviesSex tape avrilAnatomical structure penis colorTerminator
time travel nude clipVintage adultShorty got
an ass on herTantric erotic massage kansas cityGerman top 100 teen modeling sitesStrapon cumshots https://hiporn.cc/
Babes ass live camsMiley cyres sex tapeFree shemale fuckng clipsEating cytherea orgasmVintage jacket ukSexy nude modelaBodybuilders matureAdult amateur video
tied xnxx Busty alli assTattoos of bondageRussian teen in mini
skirtMom jerk off instructionsOld grany sexMoter boat boobsClub gay picGay men club in harrisburgMovies with nude teensCircumcised vagina videoFree asian movie torrentsActress hot picture sexy tamil