ଭୁବନେଶ୍ୱର: ଆଜି ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଅଭିମୁଖେ ବାହାରିବେ । ଏହି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଉଠାଇବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ଆଉ କିଛି ମାସ ମଧ୍ୟରେ ନିର୍ବାଚନ ଆସୁଥିବା ବେଳେ ରାଜ୍ୟରେ ନିର୍ବାଚନ ବାତାବରଣ ସୃଷ୍ଟି ହେଲାଣି । ସାରା ଦେଶରେ ବିଜେପି ବିପକ୍ଷରେ ଦେଶର ଅନେକ ଅଂଚଳିକ ଦଳ ମେଂଟ ବାନ୍ଧୁଥିବା ବେଳେ ନବୀନ ନିଜକୁ ସମଦୂରତା କଥା କହି ମେଂଟରୁ ଦ୍ୱରାଇ ଯାଇଥିଲେ । ଠିକ୍ ଏତିକି ବେଳେ ନବୀନଙ୍କ ୨ ଦିନିଆ ଦିଲ୍ଲୀ ଗସ୍ତ ବିଜେପି ଓ ଏନଡ଼ିଏ ଆଡ଼ୁକୁ ଢଳୁଥିବା ଇସାରା ଦେଉଛି । ଭିନ୍ନଭିନ୍ନ ଦୁର୍ନୀତିରେ ତଥା ଖଣି,ଚିଟଫଣ୍ଡରେ ରାଜ୍ୟ ସରକାରଙ୍କୁ ସିବିଆଇ ଘାଣ୍ଟୁଥିବା ବେଳେ ନିଜକୁ ଓ ନିଜ ଦଳକୁ ସୁରକ୍ଷା ଦେବା ପାଇଁ ନବୀନ ମୋଦିଙ୍କ ସରଣ ପଶୁଥିବା ଉଭୟ ବିରୋଧି କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ହେଲେ ବିରୋଧିଙ୍କ କଥାକୁ ଗୁରୁତ୍ୱ ନଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆପଣାର କରି କେନ୍ଦ୍ର ସରକାରଙ୍କ ନିକଟରେ ହକ୍ ମାଗିବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିବା ଶାସକ ଦଳ ଯୁକ୍ତି ରଖିଛି । ଅନ୍ୟପଟେ ବିରୋଧି ଏହାକୁ ସ୍ୱୀକାର କରିବାକୁ ନରାଜ । ରାଜ୍ୟର ବିରୋଧି କଂଗ୍ରେସ କହିଛି ‘ ଉପରାଷ୍ଟପତି ନିର୍ବାଚନରେ ବିଜେପିର ହାତ ଧରିଲେ, ଟ୍ରିପିଲ ତଲାକରେ ରାଜ୍ୟସଭା ଲୋକସଭାରେ ସମର୍ଥନ କଲେ, ବିମୁଦ୍ରିକରଣ, ଜିଏସଟି ଭଳି ଜନମାରଣ ବିଲକୁ ମଧ୍ୟ ବିଜେପିକୁ ବଳ ଦେଲେ । ଏହାସହ ୧୦% ସରକ୍ଷଣ ବିଲରେ ନବୀନ ମୋହର ମାରିବା ସହ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷରେ ପୂର୍ଣ୍ଣ ସମର୍ଥନ ଦେଇଥିଲା । ଯାହା ନବୀନ ସମଦୂରତାର କଥା କହୁଥିବା ବାସ୍ତବରେ ବାରି ହେଇଯାଉଥିବା କଂଗ୍ରେସ କଟାକ୍ଷ କରୁଛି । ଅନ୍ୟପରେ ବିଜେପି ବିରୋଧରେ ଦେଶରେ ଅଂଚଳି ଦଳର ମେଂଟକୁ ମଧ୍ୟ ନବୀନ ସମର୍ଥନ କରିନାହାନ୍ତି । କେସିଆରଙ୍କ ସହ ମେଂଟ କରି ଦେଶ ରାଜନୀତିରେ ଛେପ ଛାଡ଼ିବା ପ୍ରଭାବ ଶୂନ୍ୟ ହୋଇଛି । ଠିକ୍ ଏତିକିବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ବିରୋଧିଙ୍କ ସମାଲୋଚନା କରିବା ପାଇଁ ସୁଯୋଗ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ; ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ନବୀନ, ମାନିବାକୁ ନାରାଜ ବିରୋଧି !
- Advertisement -
Stay Connected
Comment
- mostbet_lskn on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- melbet_ixSn on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- mostbet_xiEr on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1win_pqEa on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1xbet indir_cosl on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’

Текущие рекомендации: https://buy-similarwebtraffic.com
Частный гид по Калининграду проведёт индивидуальные экскурсии Калининград Куршская коса с экскурсоводом и персональным маршрутом по заповеднику.
Все подробности по ссылке: https://avantum-remont.ru
Читать больше на сайте: https://avantum-remont.ru
шкаф на заказ дешево заказ шкафа по размерам
заказать шкаф по своим размерам шкафы под заказ
Нужна стальная лента? лента стальная оцинкованная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
стоматология район платная стоматология
дизайнерские люстры и светильники бра настенные дизайнерские
свадебное организация свадьбы сайт свадебного агентства
организация свадеб услуги свадьба организация и проведение
организация недорогой свадьбы свадебное агентство
стоматология рядом со мной телефон стоматологии
лента бандажная f 207 лента стальная оцинкованная
промокод пятерочка бесплатно промокод на покупку в пятерочке