ଆବଶ୍ୟକ ସାମଗ୍ରୀ- ସିଝା କଳା ଚଣା, ସୁଜି କଂଚା ଲଙ୍କା,ଦହି,ଧନିଆ ପତ୍ର,ଭଜା ଜୀରା,ବଟା ଅଦା,ଛାଣିବା ପାଇଁ ତେଲ……..ସ୍ୱାଦ ଅନୁସାରେ ଲୁଣ..
ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ସିଝା କଳା ଚଣା, ସୁଜି କଂଚା ଲଙ୍କା,ଦହି,ଧନିଆ ପତ୍ର,ଭଜା ଜୀରା, ଅଦା ଏବଂ ଦହି ଗ୍ରାଇଣ୍ଡଂ କରି ନିଅନ୍ତୁ ।ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ ।ଦରକାର ହେଳେ ପାରି ଦେଇ ପାରିବେ ।ଅନ୍ୟ ଏକ ପାତ୍ରରେ ସୁଜି,ଅଦା ଏବଂ ଭଜା ଜୀରା ଏକାଠି ମିଶାନ୍ତୁ ।ଏବେ ଏଥିରେ କଳା ଜୀରା ମିଶ୍ରଣକୁ ଭଲ ଭାବେ ମିଶାନ୍ତୁ । ମିଶ୍ରଣକୁ ଏଭଳି ବହଳ ରଖନ୍ତୁ,ଯାହାକୁ ଆପଣ କଟଲେଟ୍ ଆକାର ଦେଇ ପାରିବେ ।ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।ଏମିତି କରିବା ଦ୍ୱାରା ସୁଜି ଭଲ ଭାବେ ଫୁଲିବ । ଏଥିରେ ଏବେ କଟା ଧନିଆ ପତ୍ର ମିଶାନ୍ତୁ ।ଛୋଟ ଛୋଟ କଟ୍ଲେଟ୍ ପ୍ରସ୍ତୁତ କରନ୍ତୁ ।
ଗ୍ୟାସରେ କଡେଇ ରଖି ତେଲ ଗରମ କରନ୍ତୁ ।ତେଲ ଭଳ ଭାବେ ଗରମ ହେଲେ ଏଥିରେ କଟ୍ଲେଟ୍ ପକାନ୍ତୁ । କଟ୍ଲେଟ୍ ଭଲ ଭାବେ ହଳଦିଆ ହେବା ଯାଏଁ ଛାଣନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ କଟ୍ଲେଟ ।

стоматология сколько стоят качественная стоматология
промокод пятерочка от 1000 промокод на скидку пятерочка доставка
Топ слот онлайн https://sweetbonanzaslot.top казино слот с красочной графикой, фриспинами и каскадными выигрышами. Высокая волатильность и множители обеспечивают шанс на крупные выплаты.
Лучшие слоты онлайн шугар раш слот красочный слот с цепными выигрышами и накопительными множителями. Игра отличается простым управлением, ярким дизайном и высоким потенциалом выигрыша при удачных комбинациях.
Любишь азарт? https://nodepositcasinopromo.top подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Продажа и установка камеры видеонаблюдения. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная установка видеонаблюдения в калининграде для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.