ଭୁବନେଶ୍ୱର: କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାଜ୍ୟରେ ନବୀନ ସରକାର କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ଉଭୟ ନବୀନ ଓ ମୋଦୀ ଗୋଟାଏ ଚିନ୍ତା ଓ ଗୋଟିଏ କାର୍ଯ୍ୟ ବୋଲି ନିଜ ଅଭିଭାଷଣରେ ରଖିଛନ୍ତି । ଏହି ଦୁଇ ଦଳ କିଛି ଅମଲାଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ ଲଢି ନଜର ପତିଆର ଜହିରି କରିବା ଏମାନଙ୍କର କାର୍ଯ୍ୟ । ଏହା ସହ ସାରା ଦେଶରେ ବିଜେପି ଆରଏସଏସ ସାମ୍ପ୍ରଦାୟୀକତା ରାଜନୀତି କରୁଛି । ଦେଶର ପ୍ରତ୍ୟେକ ଜାଗାରେ ଜାତି ଜାତି ଧର୍ମ ମର୍ଧ ମଧ୍ୟରେ ଭୀଭିଶିଖା ସୃଷ୍ଟି କରୁଛି । ରାଜ୍ୟର ଲୁଟିବା ପାଇଁ ନବୀନ ମୋଦିଙ୍କ ଜୁନିୟର ପାର୍ଟନର ସାଜିଛନ୍ତି । ରାଜ୍ୟରେ ଖଣିଜ ସମ୍ପଦ ଭରପୁର ହୋଇଥିବା ବେଳେ ରାଜ୍ୟ ଗରୀବ ହୋଇଛି । ଶିଳ୍ପପତିଙ୍କ ସ୍ୱାର୍ଥରେ ଶାଗ ମୁଗ ଦରରେ ଖଣିଜ ସମ୍ପଦକୁ ଟେକି ଦେଉଛନ୍ତି । ରାଜ୍ୟର କୃଷକ ଓ କୃଷିକୁ ସମସ୍ୟାକୁ ନେଇ ନବୀନ ସରକାରକୁ ନିନ୍ଦା କରିଛନ୍ତି । ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସେ ତେବେ ୧୦ ଦିନ ମଧ୍ୟରେ ଚାଷୀର ଋଣ ଛାଡ଼ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଧାନର ଏମଏସପି ୨୬୦୦ ଟଙ୍କା କରିବା ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଦଳ ପାଳନ କରିଛି । ଆମେ ଚାଷୀଙ୍କ ନିକଟରେ ଥିଲୁ ଏବେ ମଧ୍ୟ ରହିଥିବା ପ୍ରକାଶ କରିଛନ୍ତି । ଏହାସହ ଚାଷୀଙ୍କ ଆମେ ଦୟା କରୁନି ଆମେ ତାଙ୍କ ହକ୍ ଦେଉଥିବା ଦୁଢକ୍ତି କରିଛନ୍ତି । ଅନ୍ୟପଟେ ଚିଟଫଣ୍ଡ କୁ ନେଇ ମୋଦିଙ୍କ ହାତରେ ନବୀନଙ୍କ ରିମୋର୍ଟ ଥିବା ପ୍ରକାଶ କରିଛନ୍ତି । ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ବହୁ ନେତା ଚିଟଫଣ୍ଡରେ ସମ୍ପୃକ୍ତ ଥିବା ବେଳେ ନିର୍ଦ୍ଦେଶରେ ଘୂରିବୁଲୁଛନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଅବସ୍ଥା ଅତି ଦୟନୀୟ କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Advertisement -
Stay Connected
Comment
- Travistajen on କୋଇଲା ଖଣିରେ ଅଭାବନୀୟ ଘଟଣା
- Herbertfak on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 18 on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 987 on କୋଇଲା ଖଣିରେ ଅଭାବନୀୟ ଘଟଣା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.