ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ସ୍ୱାନ୍ ରିଗଲ ଆପାର୍ଟମେଣ୍ଟରେ ଜଣେ ବ୍ୟବସାୟୀଙ୍କ ଘରୁ ହୋଇଛି ଲୁଟ୍ । ବ୍ୟବସାୟୀକ ଜଣ ହେଲେ ଚନ୍ଦ୍ରଶେଖର ବୋଷ, ଆପାର୍ଟଣ୍ଟେଟର ‘ଏ’ ବ୍ଲକର ଫ୍ଲାଟ୍ ନଂ ୨୧୪ରେ ରୁହନ୍ତି । ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ୮ରୁ୯ ଜଣ ଯୁବକ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ ୬ଜଣ ତଳେ ରହିଥିଲେ ଏବଂ ଚନ୍ଦ୍ରଶେଖର ବୋଷଙ୍କଘର ନିକଟରେ ୩ଜଣ ପହଞ୍ଚି କବାଟ ବାଡେଇଥିଲେ । ଚନ୍ଦ୍ରଶେଖର କବାଟ ଖୋଲିବାରୁ ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ବ୍ରାଞ୍ଚରୁ ଆସିଛୁ କହି ଘର ଭିତରକୁ ଧସେଇ ପଶିଥିଲେ । ଘର ଯାଞ୍ଚ ହେବ କହି ସେମାନେ ଚାରିଆଡ଼େ ଜିନିଷ ଫୋପଡ଼ା ଫିଙ୍ଗା କରିଥିଲେ। ତେବେ ଜଣେ ଘର ଆଲମିରା ଚାବି ମାଗିବାରୁ ଚନ୍ଦ୍ରଶେଖର ଏସପିଙ୍କ ନିର୍ଦ୍ଦେଶ ଦେଖାଇବାକୁ କହିଥିଲେ। ଏତିକି ବେଳେ ଜଣେ ଯୁବକ ବନ୍ଧୁକ ଦେଖାଇ ଧମକାଇଥିଲେ। କହିଥିଲେ, ବେଶୀ ବକ୍ ବକ୍ ହେଲେ ଏନକାଉଣ୍ଟର କରିଦେବୁ। ବନ୍ଧୁକ ଦେଖି ଚନ୍ଦ୍ରଶେଖର ଓ ତାଙ୍କ ସହଯୋଗୀ ନିରବ ରହିବାରୁ ଦୁର୍ବୃତ୍ତମାନେ ଆଲମାରି ଖୋଲି ନଗତ ୧ ଲକ୍ଷ ୬୫ ହଜାର ଟଙ୍କା, ବ୍ୟାଙ୍କ ଏବଂ ସମସ୍ତ ଜରୁରୀ କାଗଜପତ୍ର ସହିତ କାର ମଧ୍ୟ ଲୁଟି ନେଇଥିଲେ।
ରାତିଅଧିଆ ଲୁଟ୍ !
- Advertisement -
Stay Connected
Comment
- Jerrysuink on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- RogerMuh on ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଲେ ରାଜ୍ୟ ସରକାର
- CharlieNot on ସରକାରୀ ଆଇଟିଆଇ ଛାତ୍ରମାନେ ଫନୀ ବାତ୍ୟା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ
- rob run cheats on ଆଜି ଭାଲେନ୍ଟାଇନ୍ ଡେ ପ୍ରେମ ପାଇଁ ଦିନ ଟିଏ ……
- Ricardored on ବାଲେଶ୍ୱର ମଥୁଆପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଫସିଗଲେ ଭିଜିଲାନ୍ସ ଜାଲରେ!

Sonnie ocean – sexy red polish lyricsJosh nude modelHow to reach orgasm womenNude bridget marquardetGay video free army menNaked news video free stripMilf tablePregnancy
vaginal drynessBest blow job pukeRed xxx free xnxx Muscled gay guys sexAll nasty mature sex
tubeTrue teen picsUk virgin landline faultChristina aguilera pussy
picsThrought job pornHot privet sex movies https://xnxxopen.com
Black endowed first husband lover pic sex time wifeWalk for
breast cancer ottawa 2009Free long porn videos genesis skyeBondage orgieHegre
teen galleryLatex renewcommand baselinestretch normalfontBargain hard politics sexBend over
milfDreams an erotic fantasy xnxx Avril lavigne porn vidHot irish teenRubbing clit and
sucking cockBlonde cum powered by phpbbBrunette hot masturbationWoman’s string bikini
pantyEvangolien pornography