ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାଇ ଗୋପାଳପୁର ପଞ୍ଚାୟତ ଯାଇକାସ୍ତା ଗ୍ରାମର କ୍ଷେତ୍ର ମୋହନ ଦଳେଇଙ୍କ ପୁତ୍ର ଉପେନ୍ଦ୍ର ଗୋଟିଏ ମଟର ସାିକେଲ କିଣି ଦେବା କହି, ତାଳ କୁରାୁଣିଆ ଗ୍ରାମର ର୍ପଶୁରାମ ବେହେରାଙ୍କ ସ୍ତ୍ରୀ ସୁକାନ୍ତି ବେହେରାଙ୍କ ଠାରୁ ୩୦ହଜାର ଟଙ୍କା ନେଇଥିଲେ । କିନ୍ତୁ ଗାଡ଼ି ଦେବାତ ଦୂରର କଥା ଉପେନ୍ଦ୍ର ସୁକାନ୍ତିଙ୍କୁ ଦିର୍ଘଦିନ ଧରିଟଭ୍କା ଫେରାଉ ନଥିଲେ । କିନ୍ତୁ ଆଜି ଅପରାହ୍ନରେ ହଠାତ୍ ସୁକାନ୍ତି ପରଶୁରାଙ୍କୁ ଦେଖି ଦେବାରୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଗୋଡାଇ ଗୋଡାଇ ବିଧା ଚାପୁଡା ମାରିଥିଲେ । ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଥିଲେ ମଧ୍ୟ କେହି ତାଙ୍କୁ ଅଟକାଇ ନଥିଲେ । ତେବେ ଏହି ଗଟଣାର ଖବର ସ୍ଥାନୀୟ ପୁଲିସ୍ ଖବରା ପାଇ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ !
- Advertisement -
Stay Connected
Comment
- Robintob on ଆଜି ମାଟ୍ରିକ୍ ପରୀକ୍ଷାଫଳ
- melbet_xeMr on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- mostbet_nqot on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- mostbet_rost on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- Stewartbot on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !

приложение для ip камеры уличная ip wi fi камера видеонаблюдения
комплект удаленного видеонаблюдения комплект камер видеонаблюдения для улицы
Все подробности по ссылке: https://tekstum.ru