ଭୁବନେଶ୍ୱର : ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ନୂଆ ବର୍ଷକୁ ନଜରରେ ରଖି ଦଲାଲଙ୍କ ଦ୍ୱାରା ହେଉଛନ୍ତି ଚାଲଣ। ଟେନ୍ସନ୍ରେ କମିଶନରେଟ୍ ପୁଲିସ।କିଛି ଦିନ ପୂର୍ବେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍ର ରୁମ୍ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍ରେ ରୁମ୍ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇ ଥିଲା। ଏହାକୁ ନେଇ ଆଜି ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପରେ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ଯୁବତୀ ଜଣକର ଫେକ ଆଧାର କାର୍ଡ଼ର ଯାଞ୍ଚ ପରେ ବାଙ୍ଗଲାଦେଶୀ ପ୍ରମାଣ ମିଳିବା ପରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି। .ସେହିପରି ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରରେ ରହି କାରବାର କରୁଛନ୍ତି। ଏଠାରେ ଫେକ୍ ଆଧାର କାର୍ଡ କରି ସେମାନଙ୍କୁ ବଡ ବଡ ହୋଟେଲକୁ ଗ୍ରାହକ ମାନଙ୍କ ପାଖକୁ ଛାଡୁଛନ୍ତି ଦଲାଲ। ଗୋଟିଏ ରାତିକୁ ୧୫ ହଜାର ଟଙ୍କା ନେଉଛନ୍ତି ଏହି ବାଂଲାଦେଶୀ ରୂପଜୀବୀ। ଚାକାରୀ ନାଁରେ ବାଙ୍ଗଲାଦେଶରୁ ଓଡିଶା ଚାଲାଣ ହେଇଥିବା ଅଭିଯୋଗ ଆସିଛି।ଏଠି ପ୍ରଶ୍ନ ଉଠୁଛି ବାଙ୍ଗଲାଦେଶୀ ରୂପଜୀବୀଙ୍କୁ ଆଣୁଥିବା ଦଲାଲଙ୍କ ପାଖରେ ପହଁଞ୍ଚିବ କି କମିଶନରେଟ ପୁଲିସ। କେବେଳ ରୂପଜୀବୀଙ୍କୁ ଧରିବ ନା ଦଲାଲଙ୍କ ପାଖକୁ ଯିବାକୁ ଚେଷ୍ଟା କରିବ। କେତେଜଣ ଦଲାଲ ଏଥିରେ ସଂପୃକ୍ତ ଅଛନ୍ତି ? କେତେଜଣ ବାଂଲାଦେଶୀ ଯୁବତୀ ଭୁବନେଶ୍ୱର ଆସିଛନ୍ତି ? ସେନେଇ ପୁଲିସ ଖୋଳତାଡ କରିବ କି ? ସେପଟେ ଚାକାରୀ ବାହାନାରେ ଯୁବତୀଙ୍କୁ ଅଣାଯାଇ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିବା ଅବସରପ୍ରାପ୍ତ ପୁଲିସ ଡିଜି କହିଛନ୍ତି ନିକଟରେ କିରଗିଜ ସ୍ଥାନ, ଉଜବେକିସ୍ଥାନର ଥାଇ ଯୁବତୀ ଟୁରିଷ୍ଟ ଭିସାରା ଆସି ରାଜଧାନୀରେ ଦେହ ବ୍ୟବସାୟରେ ସାମିଲ ଥିବା ପର୍ଦ୍ଦାଫାସ ହୋଇଥିଲା। ପୁଲିସ ସେମାନଙ୍କୁ ଧରିବା ପରେ ତାଙ୍କ ଆମ୍ବାସିକୁ ଜଣାଇଥିଲା। ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ତେବେ ବର୍ତ୍ତମାନ ରାଜଧାନୀରେ ପୁଣିଥରେ ବଢିବାରେ ଲାଗିଛି ବିଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ଯାହାକୁ ନେଇ ପୁଲିସ ଅଡୁଆରେ ପଡ଼ିଛି।
ରାଜଧାନୀରେ ରୂପଜୀବୀଙ୍କ ପସରା ! ଟେନ୍ସନ୍ରେ ପୁଲିସ
- Advertisement -

шкафы купе на заказ москва шкафы-заказать.рф
адрес стоматологии эстетическая стоматология
бандажная лента для глушителя лента бандажная нержавеющая
Everything for Minecraft http://www.topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
New in the Category: 推特最好的色情片
Все подробности: https://kupinail.ru
Если хотите найти <a href=https://prestige-irk.ru/price]автошкола стоимость где сочетаются доступная стоимость, качественное обучение и внимательное отношение к каждому ученику, значит вы попали по адресу. Вас ждут опытные инструкторы, современный автопарк и удобный график занятий. Каждый курс построен так, чтобы обучение было понятным, комфортным и максимально эффективным. Это именно тот вариант, который выбирают будущие водители.
Читать расширенную версию: https://1citywomen.ru/zdorove/xotite-ubrat-10-sm-v-talii-sokrushayushhij-effekt-etogo-napitka-na-podkozhnyj-zhir-pomozhet-bystro-poxudet-bez-sportzala-i-golodovok/
Полная версия статьи: https://frenchspeak.ru/letter/%D0%9D
Расширенный обзор: https://modnyesovety.ru
Читать расширенную версию: https://unionboutiques1.ru/nicolai-parfumeur-createur/32-sacrebleu-intense-nicolai-parfumeur-createur.html
дизайн карточек товара создание карточки товара
Подробности на странице: https://1citywomen.ru/zdorove/dietologi-v-shoke-eto-prostoe-sredstvo-razgonit-vash-metabolizm-i-pomozhet-stat-legche/
Ежедневный обзор: https://elicebeauty.com/parfyumeriya/elitnaya-parfyumeriya/betty-barclay-woman-no-1-eau-de-parfum.html
Полная версия статьи: https://archeagewiki.ru/%d0%a1%d0%b5%d0%ba%d1%80%d0%b5%d1%82%d0%bd%d1%8b%d0%b5_%d0%bc%d0%b5%d1%81%d1%82%d0%b0_%d1%81%d0%bb%d1%91%d0%b7_%d0%9d%d1%83%d0%b8/
Подробности на странице: https://aromline.ru/index.php?productid=15361
купить справку медицинские услуги справка
Только лучшее здесь: https://l-parfum.ru/catalog/lanvin/lhomme/
лента стальная цена лента х20н80
Обязательно к прочтению: https://rysadba.ru/derevyannye-doma-foto/
Самое полезное для вас: https://perfumerio.ru/s/givenchy-xeryus-rouge/
таблица размеров профильных труб размеры профильных труб
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.
Комплексное лечение medprime-clinic и диагностика заболеваний с использованием современных медицинских методов. Полное обследование организма, точная постановка диагноза, индивидуальный план терапии, консультации специалистов и эффективное лечение с учетом особенностей здоровья пациента.