ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ବଜେଟ ଆରମ୍ଭ ପୂର୍ବରୁ ନିଜର ଅଭିଭାଷଣ ରଖିଛନ୍ତି । ଏହି ଅଭିଭାଷଣ ଅରମ୍ଭରୁ ଶେଷ ପର୍ଯ୍ୟନ୍ତି ଖାଲି ପ୍ରଶଂସା ଓ ମୋଦି ସରକାରଙ୍କୁ ତାରିଫ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜନହୀତକାର ଯୋଜନାକୁ ବଖାଣିବା ସହ ନୂଆ ଭାରତର ସୃଷ୍ଟିର ସମ୍ଭାବନା ହୋଇଛି । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ଓ ସ୍ୱଚ୍ଛ ଭାରତ ଦେଶର ମହିଳା ଓ ନାରୀଙ୍କୁ ସମ୍ମାନ ଦେଇଥିବା କହିଛନ୍ତି । ଦେଶରେ ୯ କୋଟି ଶøଚାଳୟ ନିର୍ମାଣ ହେବାସହ ଉଜ୍ଜଳା ଯୋଜନାରେ ୬ କୋଟିରୁ ଅଧିକ ଗ୍ୟାସ ସଂଯୋଗ ହୋଇଛି । ଯାହାଦ୍ୱାରା ଦେଶର ମହିଳାମାନେ ଦେଶ ସ୍ୱାଧିନତାର ୭୦ବର୍ଷ ପରେ ମହିଳାମାନଙ୍କୁ ସମ୍ମାନ ମିଳିଥିବା ପ୍ରକାଶ କରିଛନ୍ତି । ମୋଦି ସରକାର ପୂର୍ବରୁ ଦେଶ ଅନିଶ୍ଚିତ ମଧ୍ୟରେ ଗତି କରୁଥିଲା । ଦେଶରେ ମୋଦି ସରକାର ଆସିବାପରେ ନୂଆ ଭାରତର ଉଦୟ ହୋଇଛି । ଦେଶର ପ୍ରତ୍ୟେକ ଗାଁରେ ବିକାଶ ହେବା ସହ ଶିକ୍ଷା, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ଗମାନଗମନ ଓ ବେକାରି ନିଯୁକ୍ତି କ୍ଷେତ୍ରରେ ବିଭିନ୍ନ ଯୋଜନା ଅପଣାଇ ନୂଆ ଭାରତର ସପ୍ନକୁ ସାକାର କରିଛନ୍ତି । ୧୨ଲକ୍ଷ ଦିବ୍ୟାଙ୍ଗଙ୍କୁ ସହାୟତା ଦେବା ସହ ଦେଶର ମେଡ଼ିକାଲ ଶିକ୍ଷାରେ ନୂଆ ଇତିହାସ ସୃଷ୍ଟି କରିଛି । ଚାଷୀମାନଙ୍କ ପାଇଁ ବହୁ ଯୋଜନା ଅପଣାଇଛନ୍ତି ସରକାର । ୨୨ଟି ଫସଲରେ ଏମଏସପି ବଢାଇବା ସହ ଚାଷୀର ଆୟକୁ ଦ୍ୱିଗୁଣିତ କରିଛନ୍ତି । ୩ଶହରୁ ଉର୍ଦ୍ଧ ପାସପୋର୍ଟ କେନ୍ଦ୍ର ଖୋଲିବାରେ ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଚିଷ୍ପତି ଥିଲା । ଦେଶରୁ ଆତଙ୍କବାଦ ରୋକିବାକୁ ଯାଇ ସର୍ଜିକାଲ ଷ୍ଟାଇକ୍ କରି ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗି ଦିଆଯାଇଛି । ଦେଶରୁ କଳାଧନରୁ ମୁକ୍ତ ପାଇଁ ବିମୁଦ୍ରିକରଣ ଓ ଜିଏସଟି ଅପଣାଇ ସରକାର ଯୁଗନ୍ତକାରୀ ପଦକ୍ଷେପ ନେଇଥିବା ଅଭିଭାଷଣରେ କହିଛନ୍ତି । ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଗୃହଶୂନ୍ୟ ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି । ମୁସଲମାନ ମହିଳାଙ୍କ ପାଇଁ ଟ୍ରିପିଲ ତଲାକ ବିଲକୁ ମଧ୍ୟ ସାଂସରେ ପାରିତ କରିଛନ୍ତି । ଧନଜନ ଯୋଜନାରେ ଦେଶରେ ୩୪ କୋଟି ବ୍ୟାଙ୍କ ଖୋଲା ଯାଇଥିବା ପ୍ରକାଶ କରିଛନ୍ତି । ଏହି ପରି ଭାବରେ ମୋଦି ସରକାରଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାରିଫ କରି ଶେଷ କରିଥିଲେ ବକ୍ତବ୍ୟ ।
ସଂସଦର ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ; ଖାଲି ପ୍ରଶଂସା !
- Advertisement -
Stay Connected
Comment
- Narkolog na dom_saoi on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Bjornjible on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Enzovor on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- Chancesag on ୪୦ ଡିଗ୍ରି ଉପରେ ୯ ସହର
- Markweilk on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !

лента стальная нержавеющая лента стальная нагартованная
Частный гид по Калининграду проведёт экскурсии из Калининграда в Янтарный с экскурсоводом и персональным маршрутом по достопримечательностям посёлка.
Все лучшее здесь: https://kuksaproject.ru
Все самое свежее здесь: https://stritstroy.ru
Нужна стальная лента? гост 3560 73 лента стальная упаковочная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
стоматология москва стоматология москва
агентство свадьба под ключ сделать свадьбу в москве
организатор свадьбы под ключ организация недорогой свадьбы
сайт для организации свадьбы агентство свадьба под ключ
бандажная лента для столбов лента бандажная лм-50
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.
Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Последние публикации: https://perfumerio.ru/s/marc-jacobs-daisy-eau-so-fresh-blush/