ନୂଆଦିଲ୍ଲୀ: ଏବେ ଚୋରମାନେ ନିଜ ନଜର ବିସ୍ତାର ବଢେବା ପାଇଁ ନାବାଳକମାନଙ୍କୁ ଚୋରି ଶିକ୍ଷା ଦେଉଛନ୍ତି । ସେଥିପାଇଁ ଛୋଟ ଛୋଟ ପିଲାମାନଙ୍କୁ ଜନ ଗହଳିପୂର୍ଣ୍ଣ ସ୍ଥାନରେ ତାଲିମ ଦେଉଛନ୍ତି । ଏଭଳି ଏକ ରାକେଟକୁ ଦିଲ୍ଲୀ ପୁଲିସ ଠାବ କରିଛି । ଦିଲ୍ଲୀ ପୁଲିସ ଗତ କିଛି ଦିନ ଏହାର ସୁରାଗ ଖୋଜୁଥିଲା । ତେବେ ପୁଲିସ ଏହି ଗ୍ୟାଙ୍ଗର ଜଣେ ୧୩ ବର୍ଷୀୟ ନାବଳପ୍ରଥମେ ଧରିଥିଲା । ତ’ାପରେ ତା’ଠାରୁ ତଥ୍ୟ ସଂଗ୍ରହ କରି ପୁଲିସ୍ ତିନି ଜଣ ପକେଟମାରଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାଇ ସେହି ପକେଟମାରଙ୍କ ଠାରୁ ୭ଟି ଚୋରା ମୋବାଇଲ ଓ ଗୋଟିଏ ଡାଏରି ଜବତ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ଭୂପେନ୍ଦ୍ର, ସୁନୀଲ ମହତୋ ଓ ବିହାରୀ । ଜବତ ହୋଇଥିବା ଡାଏରିରେ ବିଭିନ୍ନ ଚୋରିର ହିସାବ କରି ଭାଗ ବାଣ୍ଟ କରି ନେଇଥିଲେ ।
ଦେଶର ରାଜଧାନୀରେ ଚୋରି ପାଇଁ ନିଆରା ପରମ୍ପରା; ଛୋଟ ପିଲାଙ୍କୁ ସିଖାଯାଉଛି ଚୋରି ବିଦ୍ୟା !
Leave a Comment
Leave a Comment
- Advertisement -
Stay Connected
Comment
- HowardDob on ଧାନ ଖଳାରେ ଲାଗିଲା ନିଆଁ; ସବୁ ଜଳି ପୋଡ଼ି ପାଉଁସ !
- TerryHeist on ୭୪ ବର୍ଷରେ ପାଦ ଦେଲେ ନବୀନ
- DavidDow on ଗଞ୍ଜାମ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆଜି : ବିଜେଡିରୁ କିଏ ହେବେ ନବୀନଙ୍କ ହାତରେ ନିଷ୍ପତ୍ତି
- Robertfauts on ରାଜ୍ୟସ୍ତରୀୟ ଖରିଫ ଅଭିଯାନ ଓ କର୍ମଶାଳା
- MichaelAwait on କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ସହ ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି
