ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କାନପୁର ଗ୍ରାମରେ ଅଗ୍ନିର ବର୍ବରକାଣ୍ଡ । ସୂଚନା ଅନୁଯାଇ ସୁକଦେବ ମଲିକଙ୍କ ଜଣେ ବ୍ୟକ୍ତିଙ୍କ ଖଳାରେ ରଖାଯାଇଥିବା ଧାନ ଗଦାରେ ନିଆ ଲାଗି ସଂପୂର୍ଣ୍ଣ ପୋଡ଼ିଯାଇଛି । ସୁକଦେବ ମଲିକ ୩ଏକର ଜମିରେ ଧାନ ଚାଷ କରିଥିଲେ । ଏହି ଧାନକୁ ଆଣି ନିଜ ଖଳାରେ ଗଦା କରି ରଖିଥିଲେ । କିନ୍ତୁ ବିଳମ୍ବିତ ରାତିରେ ଏହି ଧାନ ଗଦାରେ ନିଆଁ ଲାଗିଯାଇଥିଲା । ତେବେ ଏହି ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ସୋର ଦମକଳ ବାହିନୀକୁ ଖବର ଦେଇଥିଲେ, ସୋରରୁ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଧାନ ଗଦାରେ କିପରି ନିଆ ଲାଗିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଧାନ ଖଳାରେ ଲାଗିଲା ନିଆଁ; ସବୁ ଜଳି ପୋଡ଼ି ପାଉଁସ !
- Advertisement -
Stay Connected
Comment
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 987 on କୋଇଲା ଖଣିରେ ଅଭାବନୀୟ ଘଟଣା
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.