ଗଞ୍ଜାମ ; ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବାଗଡା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା ସ୍ତ୍ରୀ ର ଗଳାକାଟି ହତ୍ୟା କଲା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛି ସ୍ୱାମୀ ।
ସୁଚନାନୁସାରେ , ବାଗଡା ଗାଁର ବାଙ୍କିଆ ସେଠୀ ସ୍ତ୍ରୀ ନୟନି ସେଠୀର ଗଳାକାଟି ହତ୍ୟା ଉଦ୍ୟମ କରିଥିଲା । ପରେ ସ୍ଥାନୀୟ ଲୋକ ନୟନିକୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସ୍ୱାମୀ ମଧ୍ୟ ନିଜେ ଆତ୍ମହତ୍ୟା କରିଛନ୍ତି ।ଉଭୟ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।ତେବେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡ ଏବଂ ଆତ୍ମହତ୍ୟାର ପ୍ରକୃତ କାରଣ କଣ ଜଣା ପଡିନାହିଁ ।
ସ୍ୱାମୀ ସାଜିଲା ହତ୍ୟାକାରୀ!
1 Comment
1 Comment

шкаф на заказ дешево шкафы-заказать.рф