ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀ ବିହାର ଠାରେ ଏକ ବ୍ରାଉନ ସୁଗାର ବେପାରୀଙ୍କ ପର୍ଦାଫାସ । ଆଜି ମଧ୍ୟାନ ସମୟରେ ଲକ୍ଷ୍ମୀସାଗର ପୁଲିସ୍ ଏହି ନିଶା ବେପାରିଙ୍କୁ କାବୁ କରିଛି । ଉକ୍ତ ବେପାରି ହେଉଛନ୍ତି ଜଣେ ମହିଳା ସେଠାରେ ସେ ଅନେକ ଦିନ ଧରି ଏହି ନିଶାକାରବାର କରୁଥିଲେ, ତାଙ୍କ ନାଁ ରୁକଶାନା ବେଗମ ବୟସ ୩୪ । ପୁଲିସ୍ ତାଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ ୩୬ଗ୍ରାମର ବ୍ରାଉନ୍ ସୁଗାର ୨ଟି ମୋବାଇଲ ଓ ନଗତ କ୍ୟାସ ୪୧,୨୫୦ ଟଙ୍କା ଜବତ ହୋଇଛି ।
ରାଜଧାନୀରେ ବ୍ରାଉନ ସୁଗାର ଜବତ !
Leave a Comment
Leave a Comment
- Advertisement -
Stay Connected
Comment
- DavidDow on ଆଜିର ରାଶିଫଳ
- JimmyHeple on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- Nathanmag on ଆଜିର ରାଶିଫଳ
- Robertnog on ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
- AaronTep on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
