ଭୁବନେଶ୍ୱର : ଭୁବନେଶ୍ୱର ଅବକାରୀ ବିଭାଗର ଚଢାଉ । ଗତକାଲି ଦିନ ୧୧ଟା ବେଳେ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନ୍ ସୁଗାର ବେପାରିଙ୍କ ଉପରେ ଚଢାଉ, ୨ଜଣ ଯୁବକ ଗିରଫ । ସୂଚନା ମୁତାବକ ଖଣ୍ଡଗିରି ନିକଟସ୍ଥ ଘାଟିକିଆର ରାଘବ ଦାସ ଓ ତମାଣ୍ଡେ ଥାନା ଭଗବାନପୁର ଅଞ୍ଚଳର ମୁନା ସେଠୀ ଏହି ନିଶା ବେପାରରେ ସମ୍ପୃକ୍ତ ଅଛନ୍ତି । କାରଣ ସେମାନେ ଅନେକ ଦିନ ଧରି ଖଣ୍ଡଗିରି, କଳିଙ୍ଗନଗର, ତମାଣ୍ଡୋ, ଘାଟିକିଆ ଓ ଭରତପୁ ଭଳି ଅଞ୍ଚଳରେ ବିସ୍ତାର କାୟମ କରିବାରେ ଲାଗିଥିଲେ । ଏମାନଙ୍କ ଖବର ଭୁବନେଶ୍ୱର ଅବକାରୀ ଇନସ୍ପେକ୍ଟର ପ୍ରଭାତ କୁମାର ସେଠୀଙ୍କ ନିକଟରେ ଥିଲା । ସେଥିପାଇଁ ଦୁଇଜଣଙ୍କୁ ଗିରଫ କରିବା ପାଇଁ ବିଭାଗ ପକ୍ଷରୁ ଜାଲ ବିଛା ଯାଇଥିଲା ଓ ଏମାନଙ୍କୁ କଳିଙ୍ଗ ଷ୍ଟୁଡିଓ ଛକରେ ଚଢଉ କରି ଧରିବାରେ ସକ୍ଷମ ହୋଇଥିଲା । ଘଟଣାସ୍ଥଳରେ ସେମାନଙ୍କ ନିକଟରୁ ଯବତ ହୋଇଥିଲା ୧୫ଗ୍ରାମ୍ ବ୍ରାଉନ୍ ସୁଗାର ଓ ଏକ କଳା ପଲସର ବାଇକ୍ ।
ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
Leave a Comment
Leave a Comment
- Advertisement -
Stay Connected
Comment
- DavidCox on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- viagra concert on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- vibramycin for dogs on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- furosemide 20 mg tablet for dogs on ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- diflucan generic cost without insurance on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
