ଭୁବନେଶ୍ୱର : ପିପିଲି ପିଡ଼ିତାଙ୍କୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଘେରିଲା ମହିଳା ବିଜେପି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେପି ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା କଡ଼ା ଭାଷାରେ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । କିଛିଦିନ ହେବ ପୀଡ଼ିତାକୁ ନ୍ୟାୟ ଦାବିରେ ରାଜ୍ୟ ତମାମ୍ ବିଦ୍ରୋହ ଚଲାଇଥିବା ବେଳେ ଆଜି ନ୍ୟାୟ ପାଇଁ ସରକାରଙ୍କ ବିରୋଧରେ ନାଲି ଚୁଡ଼ି ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ ରାଜ୍ୟରେ ବିଜେପି ଆରମ୍ଭ କରିଥିବା ଜବାବ ମାଗୁଛି ଓଡ଼ିଶା ଆଭିଯାନରେ ସାମିଲ କରିବେ ଜବାବ ମାଗୁଛି ବେବିନା । ଏହି ଅବସରରେ ରାଜ୍ୟ ସରକାର ପୀଡ଼ିତାକୁ ନ୍ୟାୟ ଦେବାରେ ବିଫଳ ହେଉଥିବା ଦର୍ଶାଇବା ସହ ଦୋଷୀଙ୍କୁ ଧରିବାରେ ସରକାରଙ୍କ ସାହାସ ଯୋଟୁନାହିଁ । ଏପରି କାର୍ଯ୍ୟକ୍ରମ ଦ୍ୱାରା ମାତୃଶକ୍ତି ଦ୍ୱାରା ପ୍ରଦତ୍ତ ଚୁଡ଼ି ପିନ୍ଧିଲେ ଏପରି ସରକାରଙ୍କ ସାହାସ ଆସିବ ବୋଲି କଟାକ୍ଷ କରିଛନ୍ତି । ଏହି ସରକାରଙ୍କ ସମୟରେ ଆଜି ସମାଜରେ ମହିଳା ଅସୁରକ୍ଷିତ ହେବାସହ ପ୍ରତିଟି ମୁହୃର୍ତରେ ନାରୀ ପ୍ରତି ବିପଦ ସୃଷ୍ଟି ହୋଇଥିବା କହି ସରକାରଙ୍କୁ ଘେରିଛନ୍ତି ।
ପିପିଲି ପିଡ଼ିତାକୁ ନ୍ୟାୟ ପାଇଁ ମହିଳା ବିଜେପିର ପ୍ରେସମିଟ୍; ବେବିନା ପାଇଁ ବିଦ୍ରୋହ, ନ୍ୟାୟ ନାଲିଚୁଡ଼ି !
- Advertisement -
Stay Connected
Comment
- AntonioGuazy on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- luxury car rental miami_ajOl on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- mostbet_jjma on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- pinup_pxPl on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- mostbet_wmet on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.
U nas założenie konta zajmuje minutę – działamy szybko i bez zbędnych formularzy. Logowanie do Slottica obsługujemy klasycznie przez e-mail i hasło, a dodatkowo łączymy konta z Google, X (Twitter) i Telegramem. Wybierasz to, co dla Ciebie najwygodniejsze.