ଭୁବନେଶ୍ବର: ଓଡ଼ିଶାର ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ନିରା ପଦ ଗାଡ଼ିଚାଳନା ସଂ ପର୍କିତ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ “ରକ୍ଷକ’ କାର୍ଯ୍ୟକ୍ରମ ସ୍ଥାନୀୟ ଏଜି ଛକଠାରେ ଶୁଭାରମ୍ଭ ହୋଇଛିା ରାଜଧାନୀ ଭୁବନେଶ୍ୱରର ୨୦ଟି ପ୍ରମୁଖ ଟ୍ରାଫିକ୍ ଛକ ସହ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଏ ସଂପର୍କିତ ଆୟୋଜିତ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା,ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ରାଜ୍ୟ ଯୁବସେବା ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏବଂ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ସୁରଥ କୁମାର ମଲ୍ଲିକ ପ୍ରମୁଖ ରାଜ୍ୟବ୍ୟାପୀ ପାଳିତ ହେଉ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି
ନିରାପଦ ଗାଡ଼ି ଚାଳନା, ଟ୍ରାଫିକ୍ ନିୟମ ପାଳନ ନେଇ ସମସ୍ତେ ସଚେତନ ହେଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଅନେକାଂଶରେ ହ୍ରାସ ହେବ ବୋଲି ମତ ଦେଇଥିଲେ।

ନୂତନ ମୋଟରଯାନ ସଂଶୋଧିତ ନିୟମ-୨୦୧୯ର କଡ଼ାକଡ଼ି ଅନୁପାଳନ ଏବଂ ସଡ଼କରେ ଯାତାୟତ ସମୟରେ ସତର୍କତା ଅବଲଞ୍ଚନ କରି ସୁରକ୍ଷିତ ଗାଡ଼ିଚାଳନା ନିମନ୍ତେ ଓଡ଼ିଶାର ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ ଏହି “ରକ୍ଷକ’ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛିା ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀଙ୍କ ଦ୍ୱାରା ଚଳିତ ମାସ ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଓ୍ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବିଜୁ ଯୁବବାହିନୀର ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ମିଶି ସାଧାରଣ ଜନତାଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ତଥା ସହଯୋଗ ଦେବ।

лечение в наркологическом стационаре лечение в наркологическом стационаре
услуги нарколога на дому услуги нарколога на дому
нарколог на дом москва цены нарколог на дом москва цены
наркологический стационар наркологический стационар
наркологический стационар в спб наркологический стационар в спб
вызвать врача нарколога на дом вызвать врача нарколога на дом
mostbet suport pentru depuneri mostbet suport pentru depuneri
1win Uzcard bilan to‘lash https://www.1win39427.help
melbet retrait sur wave http://melbet62913.help
1win Oʻzbekiston yuklab olish 1win39427.help
1win slots bonus 1win slots bonus
mostbet portofel electronic mostbet portofel electronic
melbet application ios télécharger http://www.melbet62913.help
mostbet poplatek za převod měny mostbet87124.help
1win esports tikish https://www.1win39427.help
plinko game aviator aviator50638.help
1win account locked http://www.1win3003.mobi
1win lucky jet betting https://1win3003.mobi
1win mines Oʻzbekiston http://1win39427.help/
mostbet descarcare sigura http://www.mostbet18305.help
mostbet bilet mostbet18305.help
mostbet mines mostbet mines
mostbet live stream sport mostbet live stream sport
aviator withdrawal fee aviator withdrawal fee
mostbet live chat Moldova http://www.mostbet18305.help
mostbet çıxarış təsdiqi neçə çəkir https://mostbet01859.help
mostbet formule 1 sázky mostbet formule 1 sázky
melbet mise requise bonus melbet62913.help
mostbet app açılmır iphone mostbet app açılmır iphone
how to win aviator game how to win aviator game
melbet retrait des gains http://melbet62913.help/
1win app free download 1win app free download
mostbet kyc https://mostbet01859.help/
mostbet azərbaycan apk mostbet azərbaycan apk
1win ghid instalare android https://1win5757.help/
mostbet cs2 sázky https://mostbet87124.help/
aviator casino game http://aviator50638.help/
mostbet aplicație nu se conectează mostbet aplicație nu se conectează
mostbet live chat cz http://mostbet87124.help
1win autentificare cont https://www.1win5757.help