ଭୁବନେଶ୍ୱର: ପୁଣି ରାଜ୍ୟ ବିରୋଧି କଂଗ୍ରେସର ବଳ ହଟିବ । ଗତକିଛି ଦିନ ହେବ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ଦଳ ନବକଳେବର ପାଇଲା ପରି ଅନୁମାନ କରାଯାଉଥିଲା । କିନ୍ତୁ ଦଳରୁ କିଛି ହେବିୱଟ୍ ନେତା ଦଳ ଛାଡ଼ିବା ନେଇ ଇସାରା ଦେବାସହ ନବୀନଙ୍କ ଶରଣାପର୍ଣ୍ଣ ହେବା ନେଇ ନିଶ୍ଚିତ କରିଛନ୍ତି । କେନ୍ଦ୍ରାପଡ଼ାରୁ ସାଂସଦ ବୈଜୟନ୍ତ ଦଳରୁ ବିଦା ହେବା ପରେ ବିଜେଡ଼ି ଦଳକୁ ବଳ ଗୋଟାଉ ଥିବା ବେଳେ କଂଗ୍ରେସର ଯୁବନେତା ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ନେଇ ଇସାରା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ ଦାସ ଜିଲ୍ଲାରେ ଦଳୀୟ ମିଣ୍ଟଂ ଦଳରୁ ଗୋଡ଼ ଟେକି ଦେଇଛନ୍ତି । ଏହାସହ କଂଗ୍ରେସର ବୋଲ ରେ ନଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଦଳକୁ ବାଏ ବାଏ କରିଛନ୍ତି । ଅନ୍ୟପଟେ ଅଂଶୁମାନଙ୍କ ବଡ଼ ବାପା ପୋଖତ ଖେଲୁଆଡ଼ ବିଜୟ ମହାପାତ୍ର ଓ ବିଜେପି ବିଧାୟକ ଦୀଲ୍ଲିପ ରାୟ ମଧ୍ୟ ଶଙ୍ଖ ଗଡ଼ରେ ଏଣ୍ଟ୍ରି ମାରିବା ନେଇ ନବୀନଙ୍କ ସହ ଚୁକ୍ତି କରିଛନ୍ତି । ଯାହାର ସଫଳ ରୂପାୟନ ବିଜେଡିର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀ ଦେଖିବେ ।
ହଟିବ ବିରୋଧିଙ୍କ ବଳ; ବିଜେଡିର ପ୍ରତିଷ୍ଠା ଦିବସରେ ଶଙ୍ଖ ଫୁଙ୍କିବେ କଂଗ୍ରେସର ପ୍ରକାଶ, ଅଂଶୁମାନ, ନବ ବିଜେପିର ବିଜୟ ,ଦୀଲ୍ଲିପ…
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Louisbak on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- RufusKah on ୭୪ ବର୍ଷରେ ପାଦ ଦେଲେ ନବୀନ
- MichaelRom on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Narkologicheskaya pomosh_ater on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- RickyJug on ଆଜି ମାଟ୍ରିକ୍ ପରୀକ୍ଷାଫଳ
