ଦିନ ଦ୍ବିପହରରେ ଅପରାଧୀମାନଙ୍କ ଆତଙ୍କରାଜ: ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ, ଦେଖନ୍ତୁ ଭିଡ଼ିଓ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରରେ ଅପରାଧୀମାନେ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି। ଦିନ ଦ୍ବିପହରରେ ଅପରାଧୀମାନଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ନିମଖଣ୍ଡି ଥାନା ଟାୱାର ଲାଇନ ଜ୍ୟୋତିନଗର ଛକରେ ଜଣେ ଯୁବଙ୍କୁ ଆକ୍ରମଣ କରାଯାଇଛି। ଅଭିଯୁକ୍ତ ମାନେ କିପରି ବ୍ୟାଗରୁ ଖଣ୍ଡା ବାହାର କରି ଜଣେ ଯୁବକଙ୍କୁ ଆକ୍ରମଣ କରୁଛନ୍ତି। ଯାହା ସିସିଟିଭି ଫୁଟେଜରେ କଏଦ ହୋଇଛି।

ପୁଲିସ ସ୍ପେଶାଲ ଡ୍ରାଇଭରେ ବ୍ୟସ୍ତ ଥିବା ବେଳେ ଅପରାଧୀଙ୍କ ଆତଙ୍କରାଜ ବୃଦ୍ଧି ପାଇଛି।

Share This Article