ବିଜେଡି ପାଞ୍ଚଜଣ ନେତାଙ୍କୁ ଦେଲା ନୂଆ ନିଯୁକ୍ତି, ଜାଣନ୍ତୁ ସେମାନେ କିଏ

Odisha Hot News
0 Min Read

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ତାହାର ସଂଗଠନକୁ ଧିରେଧିରେ ଦୃଢ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଏବେ ଦଳ ପାଞ୍ଚଜଣ ନୂଆ ନେତାଙ୍କୁ ଦେଇଛି ନୂଆ ନିଯୁକ୍ତି। ସେମାନେ ସଂଗଠନ କାର୍ଯ୍ୟକୁ ସୁଦୃଢ କରିବା ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ

ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।

 

Share This Article