ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍ ହେଡ୍ସ ସମସ୍ୟା ପାଇଁ ଚିନ୍ତିତ, ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ…
ଗୋଟିଏ ପାଚିଲା କଦଳୀ, ଦୁଇ ଚାମଚ ଗୁଣ୍ଡ ଓଟ୍ସ ଏବଂ ଏକ ଚାମଚ ମହୁକୁ ଏକାଠି ଏକ ପାତ୍ରରେ ନେଇ ଭଲ ଭାବେ ଚକଟି ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୭ମିନିଟ ପର୍ଯ୍ୟନ୍ତ ସର୍କୁଲାର ମୋଶନରେ ଘଷନ୍ତୁ, ଏହା ସ୍କ୍ରବ୍ ଭଳି କାମ ଦେବ। ପରେ ନଖଉଷୁମ ପାଣିରେ ମୁହଁ ଧୋଇ ମଇଶ୍ଚରାଇଜର ଲଗାଇଦିଅନ୍ତୁ।
ପ୍ରଥମେ କୌଣସି ଭଲ କମ୍ପାନୀର ସ୍କ୍ରବ୍ ନେଇ ମୁହଁକୁ ସ୍କ୍ରବିଂ କରିଦିଅନ୍ତୁ। ଗୋଟିଏ ଛୋଟ ପାତ୍ରରେ ଅଣ୍ଡାର ଧଳା ଅଂଶ ଏବଂ ୧ ଚାମଚ ମହୁ ଭଲ ଭାବେ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ସ୍କ୍ରବିଂ ପରେ ଏହାକୁ ମୁହଁରେ ଲଗାନ୍ତୁ। ଶୁଖିବା ପରେ ନଖଉଷୁମ ପାଣିରେ ଧୋଇଦିଅନ୍ତୁ। ଏହା କେବଳ ବ୍ଲାକ୍ ହେଡ୍ସ୍ ଦୂରକରେନି ବରଂ ସ୍କିନ୍ ଗ୍ଲୋ ବଢ଼ାଇଥାଏ। ସପ୍ତାହରେ ଦୁଇଥର ଏପରି କରନ୍ତୁ, ଉପକୃତ ହେବେ।
ଡଲଚିନି ଗୁଣ୍ଡରେ ଅଳ୍ପ ଲେମ୍ବୁରସ ମିଶାଇ ପ୍ୟାକ୍ ପ୍ରସ୍ତତ କରନ୍ତୁ। ଏହାକୁ ବ୍ଲାକ୍ ହେଡ୍ସ୍ ଉପରେ ଲଗାଇ ୨୦ ମିନିଟ୍ ରଖିବା ପରେ ଧୋଇଦିଅନ୍ତୁ। ସପ୍ତାହରେ ୨-୩ ଥର ଏପରି କରନ୍ତୁ, ବ୍ଲାକ୍ ହେଡ୍ସ୍ ସମସ୍ୟା ଖୁବ୍ ଶୀଘ୍ର ଦୂର୍ହୋଇଯିବ।
ଆଲୋଭେରା ବା ଘିକୁଆଁରୀ ରସକୁ ମୁହଁରେ ଲଗାଇ ୧୦ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ। ପ୍ରତିଦିନ ଏପରି କଲେ ସ୍କିନ୍ ପୂର୍ବାପେକ୍ଷା ବେଦାଗ, ସୁନ୍ଦର ହୋଇଯିବ।
ଟମାଟୋ ଚୋପା କାଢ଼ି ଗ୍ରାଇଣ୍ଡ କରିଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାନ୍ତୁ। ସକାଳୁ ଉଠି ପାଣିରେ ଧୋଇଦିଅନ୍ତୁ। ଯଦି ଆପଣଙ୍କ ସ୍କିନ୍ ସେନ୍ସିଟିଭ ତେବେ ଏଥିରେ ସମାନ ପରିମାଣର ପାଣି ମିଶାଇ ଲଗାଇଲେ ଉପକୃତ ହେବେ।

Adult dating services greenville utahSmart ass one linersHandjob foruGa social club swingers club
lawsTeens with huge butts1997 engine escort fordSex teen bodyFree online chat
room for pornTeen heaven xnxx Chromes condomBlack xx titsNaked girls nudeReasons for teen cutting self-mutilationMake homemade adultPrivate eye sex movieBlowjob milf stockings moviesTeen girl fighting
xnxxmega.com Vintage motorcycles ontarioWhy do i have watery cumPressing sexEstonian adultHeather brooke blowjob videosDiane lane sex unfaithfulAcne facial cleanser xnxx
Ashwarya rai pornJersey shore xxx scenesHumiliation handjob clipsEva lo nakedJenna lewis nude photosStrip tease indianChelsea handler pantyhoseGay
diverSex with new brideChampion pin spanks