ଆଜି ଦିନ 12ଟାରୁ ବ୍ରହ୍ମପୁର ସହରରେ ସଟଡାଉନ

Odisha Hot News
0 Min Read

ବ୍ରହ୍ମପୁର : ଆଜି ଦିନ 12ଟାରୁ ବ୍ରହ୍ମପୁରରେ ସଟଡାଉନ । ଯାହା ଆସନ୍ତା କଲି ସକାଳ 7ଟା ଯାଏ ଲାଗୁ ରହିବ । ତେଣୁ ଆଜି ସକାଳୁ କିଣା କିଣି ପାଇଁ ବଜାରରେ ଭିଡ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ଜିନିଷ କିଣିବା ଲାଗି ଲୋକେ ଘରୁ ବାହାରିଛନ୍ତି । ତେବେ କେବଳ ଚାଲି ଚାଲି ଆସିବାକୁ କୁହାଯାଇଛି । ଗାଡି ନେଇ ଆସିଲେ ତାହାକୁ ପୋଲିସ ଜବତ କରିନେଉଛି ।ଲୋକଙ୍କୁ ସଚେତନ କରିବା ଏବଂ ସାନିଟାଇଜେସନ ଲକ୍ଷ୍ୟ ପ୍ରଶାସନ ଏହି ପଦକ୍ଷେପ ନେଇଛି ।

Share This Article
Leave a Comment