ଭୁବନେଶ୍ୱର : କଟକ, ଭୁବନେଶ୍ୱର କମିଶନରେଟ ପୋଲିସରେ ଅଦଳବଦଳ କରାଯାଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହୋଇଛି। କଟକ ଓ ଭୁବନେଶ୍ୱରରେ ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜାଶଙ୍କର ଚକ୍ରବର୍ତ୍ତୀଙ୍କୁ କ୍ୟାପିଟାଲ ଥାନାର ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ଅରୁଣ କୁମାର ସ୍ବାଇଁଙ୍କୁ ନୟାପଲ୍ଲୀ, ଖଣ୍ଡଗିରି ଥାନାକୁ ରଶ୍ମୀରଞ୍ଜନ ମହାପାତ୍ର, ଚନ୍ଦ୍ରଶେଖରପୁର ଥାନାକୁ ବିଶ୍ୱରଞ୍ଜନ ନାୟକ, ଖାରବେଳ ଥାନାର ଆଇଆଇସି ଭାବେ ଅମିତାଭ୍ ମହାପାତ୍ରଙ୍କୁ ବଦଳି କରାଯାଇଛି। ଏହା ସମେତ କଟକର କେତୋଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।
କମିଶନରେଟର ୨୬ଟି ଥାନାର ଆଇଆଇସି ବଦଳିଲେ
Leave a Comment
Leave a Comment
- Advertisement -
Stay Connected
Comment
- CamdenPar on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Noelcon on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Rickgraic on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- ChristianApape on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- DaxGaw on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
