ଭୁବନେଶ୍ବର : ଓଡ଼ିଶାରେ ମଦ ବନ୍ଦ କରିବାରେ ସହାୟକ ହୁଅ। ‘ମଦ ବନ୍ଦ ହୋଇଗଲେ ରାଜସ୍ବ କୋଉଠୁ ଆସିବ’ ବୋଲି କହୁଥିବା ସରକାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଜି ‘ପିପୁଲ୍ ଫର୍ ସେବା’ର ସଦସ୍ୟମାନେ ଭିକ ଥାଳ ଧରି ଲୋୟର ପିଏମ୍ଜିରେ ଭିକ ମାଗିଥିଲେ। ଭିକରୁ ୭୦୦ ଟଙ୍କା ସଂଗୃହୀତ ହୋଇଥିବା ବେଳେ ଏହା ରାଜସ୍ବ ବିଭାଗକୁ ଦାନ କରାଯାଇ ମନ୍ଦ ବନ୍ଦ କରିବାକୁ ଅନୁରୋଧ କରାଯିବ ବୋଲି ୧୦ ଦିନ ଧରି ଅନଶନରେ ବସିଥିବା ଅନୁଷ୍ଠାନର ପ୍ରତିଷ୍ଠାତା ଆଦିତ୍ୟ କୁମାର ଦାଶ କହିଛନ୍ତି।
‘ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ’ ନାରା ଦେଇ ଅନଶନରେ ବସିଥିବା ଆଦିତ୍ୟଙ୍କ ଶରୀର ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ନପଡ଼ିବା ଅନେକଙ୍କୁ ଗଭୀର ମର୍ମାହତ କରିଛି। ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି, ରାଜ୍ୟ ସରକାର ମଦକୁ ପ୍ରୋତ୍ସାହନ ଦେଇ ଅନେକଙ୍କ ସୁନା ସଂସାରକୁ ଭାଙ୍ଗି ରାଜ୍ୟର ବିକାଶ କରିବା ଅପେକ୍ଷା, ରାଜରାସ୍ତାରେ ଭିକ୍ଷାବୃତ୍ତି କରି ରାଜସ୍ବ ଭରଣା କରିବା ଶହେ ଗୁଣ ଭଲ। ଯଦି ସରକାର ମଦ ବନ୍ଦ କରିଦେଲେ ରାଜସ୍ବ ହାନି ଘଟିବ, ତେବେ ଆମେ ଭିକ ମାଗି ତା’ର ଭରଣା କରିବୁ। କିନ୍ତୁ ସରକାର ମଦ ବିକ୍ରି ବନ୍ଦ କରନ୍ତୁ ବୋଲି ସଂଯୋଜକ ରାଜୀବ ଲୋଚନ ମହାରଣା କହିଛନ୍ତି। ଆଜିଠୁ ଅଭିନବ ଢଙ୍ଗରେ ଭିକ ମାଗି ଅନଶନ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ଯେତିକି ଟଙ୍କା ଆଦାୟ ହେବ ତାହା ରାଜସ୍ବ ବିଭାଗକୁ ଦାନ କରାଯାଇ ମଦ ବନ୍ଦ କରିବାକୁ ଅନୁରୋଧ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଆମରଣ ଅନଶନସ୍ଥଳରେ ଆଜି ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବସ୍ତି ଉନ୍ନୟନ ପରିଷଦ, ଚିଟ୍ଫଣ୍ଡ ଜମାକାରୀ ମିଳିତ ମଞ୍ଚ, ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ୍ସ ଆସୋସିଏସନ୍ ଫୋରମ୍, ଓଡ଼ିଶା ମିଳିତ ନିଶା ନିବାରଣ ଅଭିଯାନ, ଗାୟତ୍ରୀ ମହିଳା ସମିତି, ରାଜାରାଣୀ ସ୍ବୟଂ ସହାୟକ ଗୋଷ୍ଠୀ, ହେଲପିଙ୍ଗ୍ ହାଣ୍ଡ, ମହାବାହୁ ଗ୍ରୁପ୍, ନ୍ୟାସ୍ନାଲ ଏଜୁକେସନ୍ ଆଣ୍ଡ୍ ୱେଲ୍ଫେୟାର ସୋସାଇଟିର କର୍ମକର୍ତାମାନେ ଯୋଗଦେଇ ‘ପିପୁଲ୍ ଫର୍ ସେବା’ର ସଭ୍ୟସଭ୍ୟାଙ୍କ ମନୋବଳ ବଢ଼ାଇବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍ଦାର କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Sate porn siteCoed hand jobsBirth control loss of sex desireOnline dickBlooming titsLexxi tyler nude pixHalloween teen costumeThigh
high stockings sexBoren david homosexual xnxx Sgt peppers lonely hearts club gangbangSabine schmitz sexy picsScandinavian girls nude modelSex with russian womanComing
on my breastsPics of mexican titsHow to stop vagina odorFree dogs knot
in pussySarah jane smith nudeVidoes of nude teens sucking dick https://new.xnxxtubexxx.cc/ Fest fuck
teenMother knows breast trailerFree sexy porn sex gamesTeen birthday invitationsPussy oviesVintage p-51 photographsVinegary odor vaginal xnxx Moms teaching thier daughters to
fuckExotic vibrator sexsGay hairy bear storiesDiscreet mailing of sex toysEscorts dominationNude beach thumbsAdult movie online freeSexy black teens with big titsOrlaith mcallister sex
tapeWorld sex peeingTwo girl sex storiesMisty pokeballs in pussySperm
doo dooVideos gratuits xxxBeach game nudeYoung adult caucasian stock footage
clips 001404cfAtk hairy videoFlorina petcu nakedH breasts