ପୁରୀ: ଶ୍ରୀକ୍ଷତ୍ରରେ ବିଜେପି ଜନଜାତି ଜାତୀୟ ମହାଅଧିବେଶନ ଆରମ୍ଭ ହୋଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଜି ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ହେବିୱଟ୍ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ବହୁ ବରିଷ୍ଠ ନେତା ଯୋଗ ଦେବେ । ଆଜି ଅସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଓ ତ୍ରିପୁରା ଉପ-ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ଏହି ସମାଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିବା ସହ ଆଗାମୀ ନର୍ବାଚନରେ ରଣନୀତି ପ୍ରସ୍ତୁତି ହେବ । ତେବେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବ ।
ଶ୍ରୀକ୍ଷତ୍ରରେ ବିଜେପି ଜନଜାତି ଜାତୀୟ ମହାଅଧିବେଶନର ଶୁଭାରମ୍ଭ; ଯୋଗ ଦେଲେ ୩ ମୁଖ୍ୟମନ୍ତ୍ରୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_laKt on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
- mostbet_buEi on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
- vavada_uxPn on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- RolandWes on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- shkola onlain_sxOi on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
