ଭୁବନେଶ୍ବର: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରାକୁ ମନା କରିଛି । ସେପଟେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା।ତେବେ ଚଳିତ ବର୍ଷ ଯାତ୍ରା ବନ୍ଦ ହୋଉଥିବାରୁ ପ୍ରଭୁଙ୍କ ପାଞ୍ଚଦିନର ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଗତକାଲି ପ୍ରଶାସନ ଅନୁମତି ନଦେବା ପରେ ନେତ୍ର ଉତ୍ସବ ନୀତି ଓ ମରିଚକୁଣ୍ଡ ପାଣି ନିଲାମ ହୋଇନାହିଁ। ଲକ୍ ଡାଉନ୍ ବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ପ୍ରତିବର୍ଷ ରୁକୁଣା ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଅଶୋକାଷ୍ଟମୀ ଦିନ ଲିଙ୍ଗରାଜଙ୍କ ରଥଟଣା ହୋଇଥାଏ
ଆଜି ପବିତ୍ର ଅଶୋକାଷ୍ଟମୀ : ଗଡିବନି ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
