ବାଲେଶ୍ୱର: ଏଥର ପିଟା ଖାଇଗଲା ସାଇକେଲ ଚୋର । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ସିମୁଳିଆ ହାଟରେ ସାଇକେଲ ଚୋରି କରୁଥିବା ବେଳେ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ । ଆଜି ସ୍କୁଲ ପିଲାମାନଙ୍କର ସାଇକେଲ ଚୋରି କରୁଥିବା ବେଳେ ଚୋରକୁ ଗ୍ରାମବାସୀଙ୍କ କାବୁ କରି ନେଇଥିଲେ । ଉକ୍ତ ଚୋର ଜଣଙ୍କ ସ୍ଥାନୀୟ ଅଂଚଳର ବୁଦ୍ଧିଆ ଧଳ ବୋଲି ଜଣାପଡ଼ିଛି । ତାଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଚୋରି ଅଭିଯୋଗ ହୋଇଥିବା ସୂଚନା ମିଳିଛି ।
ଏଥର ପିଟା ଖାଇଗଲା ସାଇକେଲ ଚୋର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ScottHic on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- RonnieBam on ଆସନ୍ତାକାଲି ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
- Manuelintib on ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସର ଗିରଫ
- DavidRuisp on ‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
- Jessedruct on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
