ନୀଳଗିରି -ନୀଳଗିରି ଅବକାରୀ ବିଭାଗ ସ୍ଥାନୀୟ ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢାଉ କରି ୪୭ଲିଟର ଚୋରା ଦେଶୀ ମହୁଲି ମଦ ସହ ଏକ ବାଇକ (ନଂ.ଓଆର୦୧ଜେ୦୮୯୦)ଜବତ କରିଛି । ଏନେଇ ବିଭାଗରେ ମାମଲା (ନଂ.୮୦/୧୮, ୮୧/୧୮ ଓ ୮୨/୧୮) ରୁଜୁ ହୋଇଛି। ଗିରଫ ବେପାରୀମାନେ ହେଲେ କପ୍ତିପଦା ଥାନା ଭାଲୁବସା ଗାଁର ରମୟ ହେମ୍ବ୍ରମ, ସ୍ଥାନୀୟ ଥାନାର ମଖାପଦା ଗାଁର ନାଥ ସିଂ ଓ ଏମକେପୁର ଗାଁର ବାସନ୍ତୀ ବେହେରା। ଉପନିରୀକ୍ଷକ ଲକ୍ଷେସାଧବ ପ୍ରଧାନଙ୍କ ନେତୃତ୍ୱରେ ସହକାରୀ ଉପନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟଙ୍କ ସମେତ ଅବକାରୀ ଟିମ୍ ଚଢାଉରେ ସାମିଲ ଥିଲେ ।
୩ ଚୋରା ମଦ ବେପାରୀ ଗିରଫ
- Advertisement -
Stay Connected
Comment
- KellyTouri on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Nathanmag on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- JamesVog on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- BillySoott on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- JimmyOvami on ଆଜିର ରାଶିଫଳ

подключение ip камеры http://ip-kamery-kaliningrad.ru
Самое важное сегодня: https://alexstroy.su
заказать свадьбу москва организация свадеб услуги
лента бандажная для сип бандажная лента для глушителя