ନୀଳଗିରି -ନୀଳଗିରି ଅବକାରୀ ବିଭାଗ ସ୍ଥାନୀୟ ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢାଉ କରି ୪୭ଲିଟର ଚୋରା ଦେଶୀ ମହୁଲି ମଦ ସହ ଏକ ବାଇକ (ନଂ.ଓଆର୦୧ଜେ୦୮୯୦)ଜବତ କରିଛି । ଏନେଇ ବିଭାଗରେ ମାମଲା (ନଂ.୮୦/୧୮, ୮୧/୧୮ ଓ ୮୨/୧୮) ରୁଜୁ ହୋଇଛି। ଗିରଫ ବେପାରୀମାନେ ହେଲେ କପ୍ତିପଦା ଥାନା ଭାଲୁବସା ଗାଁର ରମୟ ହେମ୍ବ୍ରମ, ସ୍ଥାନୀୟ ଥାନାର ମଖାପଦା ଗାଁର ନାଥ ସିଂ ଓ ଏମକେପୁର ଗାଁର ବାସନ୍ତୀ ବେହେରା। ଉପନିରୀକ୍ଷକ ଲକ୍ଷେସାଧବ ପ୍ରଧାନଙ୍କ ନେତୃତ୍ୱରେ ସହକାରୀ ଉପନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟଙ୍କ ସମେତ ଅବକାରୀ ଟିମ୍ ଚଢାଉରେ ସାମିଲ ଥିଲେ ।
୩ ଚୋରା ମଦ ବେପାରୀ ଗିରଫ
- Advertisement -
Stay Connected
Comment
- RogerAbipt on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- Jamesvon on ଆଜିର ରାଶିଫଳ
- Ronaldnot on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- JimmyOvami on “ସମ୍’ରେ ୫୨୦ ବେଡ୍ ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- Raphaelfuh on ଆସନ୍ତାକାଲି ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

подключение ip камеры http://ip-kamery-kaliningrad.ru
Самое важное сегодня: https://alexstroy.su
заказать свадьбу москва организация свадеб услуги
лента бандажная для сип бандажная лента для глушителя