ଭୁବନେଶ୍ବର : ଗତକାଲି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତି ତାଙ୍କ ପାରମ୍ପରିକ ଆସନ ବସ୍ତାରୁ ବିିଜେପି ଟିକେଟ୍ରେ ଏଥର ଲଢ଼ିବେ। ଆଜି ବିଜେପି ତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ମାରିଛି। ବସ୍ତା ସହ ମୋଟ୍ ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳ ଆଜି ପ୍ରାର୍ଥୀ ଘୋଷଣା କରିଛି। ଭୋଗରାଇ ପାଇଁ ମାନସ ମହାନ୍ତି, ଚମ୍ପୁଆ ପାଇଁ ମୁରଲୀ ଶର୍ମା ଓ ନିଆଳି ପାଇଁ ଛବି ମଲ୍ଲିକ ବିଜେପି ପ୍ରାର୍ଥୀ ହେବେ। ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ସହ କେନ୍ଦ୍ରାପଡ଼ା ଓ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ବାକି ଅଛି। କାକଟପୁର ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ସେ ବିଜେପିରେ ଯୋଗ ଦେଲା ପରେ ଦଳ ଏଠାରେ ନୂଆ ପ୍ରାର୍ଥୀ ସନ୍ଧାନରେ ଅଛି।
ବିଜେପିର ପ୍ରାର୍ଥୀ ଘୋଷଣା : ରଘୁ ମହାନ୍ତି ବସ୍ତାରୁ ପ୍ରାର୍ଥୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
