ଭୁବନେଶ୍ବର : ଗତକାଲି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତି ତାଙ୍କ ପାରମ୍ପରିକ ଆସନ ବସ୍ତାରୁ ବିିଜେପି ଟିକେଟ୍ରେ ଏଥର ଲଢ଼ିବେ। ଆଜି ବିଜେପି ତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ମାରିଛି। ବସ୍ତା ସହ ମୋଟ୍ ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳ ଆଜି ପ୍ରାର୍ଥୀ ଘୋଷଣା କରିଛି। ଭୋଗରାଇ ପାଇଁ ମାନସ ମହାନ୍ତି, ଚମ୍ପୁଆ ପାଇଁ ମୁରଲୀ ଶର୍ମା ଓ ନିଆଳି ପାଇଁ ଛବି ମଲ୍ଲିକ ବିଜେପି ପ୍ରାର୍ଥୀ ହେବେ। ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ସହ କେନ୍ଦ୍ରାପଡ଼ା ଓ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ବାକି ଅଛି। କାକଟପୁର ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ସେ ବିଜେପିରେ ଯୋଗ ଦେଲା ପରେ ଦଳ ଏଠାରେ ନୂଆ ପ୍ରାର୍ଥୀ ସନ୍ଧାନରେ ଅଛି।
ବିଜେପିର ପ୍ରାର୍ଥୀ ଘୋଷଣା : ରଘୁ ମହାନ୍ତି ବସ୍ତାରୁ ପ୍ରାର୍ଥୀ
- Advertisement -
Stay Connected
Comment
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 987 on କୋଇଲା ଖଣିରେ ଅଭାବନୀୟ ଘଟଣା
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.