ବାଲୁଗାଁ : ୨୦୧୯ ସାଧାରଣ ନିର୍ବାଚନ ଆସନ୍ନପ୍ରାୟ, ସେହିଦୃଷ୍ଟିରୁ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଆରମ୍ଭ ହୋଇସାରିଛି । କିନ୍ତୁ କେଉଁ ଜାଗାରେ କିଏ ପ୍ରାର୍ଥୀ ହେବ ସେନେଇ ଅଙ୍କକଷା ଛିଡ଼ୁନି । ସେଥିମଧ୍ୟରୁ ଓଡ଼ିଶା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟରୁ ୧୧୮ ନଂ. ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଆସନରେ ଜଣେ ପ୍ରାର୍ଥୀ ଥରେ ବିଜୟ ହେଲେ ଦ୍ୱିତୀୟଥର ଜିତିବା ତାଙ୍କ ପାଇଁ ବହୁ କଷ୍ଟକର ହୋଇଥାଏ । ସେହିଦୃଷ୍ଟିରୁ ଦେଖିବାକୁ ଗଲେ ୨୦୦୦ ମସିହାଠାରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ହେବା ଦୃଷ୍ଟିରୁ ବିଜେପିର ପ୍ରାର୍ଥୀ ଡ. ବିଭୁତି ଭୂଷଣ ହରିଚନ୍ଦନ ୨ଥର ଏଠାରେ ବିଜୟ ଲାଭ କରିଥିଲେ । କିନ୍ତୁ ୨୦୦୯ରେ ମେଣ୍ଟ ଭାଙ୍ଗିବା ସାଙ୍ଗକୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ତୁଲାଉଥିବା ଏବଂ କଂଗ୍ରେସ ଟିକେଟ ପାଇଁ ଆଶୟୀ ଥିବା ରଘୁନାଥ ସାହୁଙ୍କୁ ଶେଷ ମୂହୁର୍ତ୍ତରେ ଦଳରୁ ଟିକେଟ ନ ମିଳିବା ଫଳରେ ସେ ରାତାରାତି ବିଜେଡିରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ସେହି ସମୟରେ ଚିଲିକା ନିର୍ବାଚନମଣ୍ଡଳୀ ବିଜେଡିର ସଂଗଠନ ସେପରି ମଜଭୁତ ନଥିଲା, କିନ୍ତୁ ଶ୍ରୀ ସାହୁ ବିଜେଡିରେ ମିଶିବା ପରେ ଚିଲିକାରେ ବିଜେଡିର ନବକଳେବର ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସେହିପରି ୨୦୧୪ କୌଣସି କାରଣବଶତଃ ପୁନଃ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ନିର୍ବାଚନମଣ୍ଡଳୀରେ କେବେ ଦେଖିବାକୁ ମିଳିନଥିଲା । ସେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ସଭାସମିତିକୁ ଯାଆନ୍ତି ନାହିଁ । ଫଳରେ ସାଧାରଣଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ଚିଲିକା ନିର୍ବାଚନମଣ୍ଡଳୀରେ କଂଗ୍ରେସର ସତ୍ତା ନାହିଁ କହିଲେ ଚଳେ । ନେତୃତ୍ୱବିହୀନ ଏବଂ ଦିଗହରା କଂଗ୍ରେସ ଦଳ ଏବେ ୨୦୧୪ରେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ହାରିଥିବା ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବର୍ତ୍ତମାନ ଜୀବନ୍ନ୍ୟାସ ପାଇଲା ଭଳି ଲାଗୁଛି । ତାହା ପୁଣି ବହୁକଷ୍ଟରେ । ପ୍ରଦୀପ ସ୍ୱାଇଁ ଦଳକୁ ସଜାଡ଼ିବାକୁ ଲାଗିଥିବା ବେଳେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ମାନସିଂହ ଅତର୍କିତ ଭାବେ ଦଳକୁ ପ୍ରବେଶ କରିବା ଦ୍ୱାରା କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଯାଇଛି । ବିଜେଡିର ପରାଜିତ ପ୍ରାର୍ଥୀ ରଘୁନାଥ ସାହୁ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବହୁପୂର୍ବରୁ ସାଂଗଠନିକ କାର୍ଯ୍ୟକ୍ରମମାନ ଚାଲୁ ରଖିଛନ୍ତି । ଭୁବନେଶ୍ୱର ବ୍ଲକ୍ ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ, କିନ୍ତୁ ଚିଲିକା ନିର୍ବାଚନମଣ୍ଡଳୀର ଅଧିକାଂଶ ପଞ୍ଚାୟତରେ ସଭାସମିତି କରି ପୋଷ୍ଟରମାରି ଦଳୀୟ ଟିକେଟ ପାଇବା ପାଇଁ ଲବି ଚଳାଇଛନ୍ତି । ଇତିମଧ୍ୟରେ ବର୍ତ୍ତମାନ ବିଜେଡିର ମିଡିଆ ସଂଯୋଜକ ଥିବା ମାନସ ମଙ୍ଗରାଜ ମଧ୍ୟ ନିଜର କର୍ମୀମାନଙ୍କୁ ଧରି ସଭାସମିତି କରି ବିଭିନ୍ନ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ମାନସ ଜଣେ ଉଚ୍ଚଶିକ୍ଷିତ,ସୁସଂଗଠକ ଓ ଅମାୟିକ ଯୁବକ ଏବଂ ଦୀର୍ଘ ବର୍ଷ ଧରି ଚିଲିକାବାସୀଙ୍କ ସମସ୍ୟା ସହ ବିଶେଷ ଭାବେ ଜଡ଼ିତ । ଚିଲିକାବାସୀଙ୍କ ସୁଖଦୁଃଖରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳିଥାଏ । ବିଜେଡ଼ିକୁ ଆସିବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିଛନ୍ତି । ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ସବୁବର୍ଗର ଭୋଟରଙ୍କ ମଧ୍ୟରେ ଆଦୃତ ହେଉଛନ୍ତି । ଏସବୁ ପରେ ବାଣପୁର ବ୍ଲକ୍ର ପୂର୍ବତନ ଚେୟାରମ୍ୟାନ ମାନସ ପ୍ରଧାନ ଅସନ୍ତୁଷ୍ଟ ବିଜେଡି ନାମରେ ଏକ ଗୋଷ୍ଠୀ ଗଠନ କରି ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଲାଗି ପଡ଼ିଥିବା ବେଳେ ୨୦୧୯ରେ ଟିକେଟ କିପରି ମିଳିବ ସେନେଇ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ପ୍ରକୃତରେ ବିଜେଡିରୁ ଦଳୀୟ ଟିକେଟ କାହାକୁ ମିଳିବ ତାହା ନିଶ୍ଚିତ ହୋଇନଥିବା ବେଳେ କିଏ କହୁଛି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ମିଳିପାରେ କାରଣ ସେ ଆଉ ଦିଲ୍ଲୀ ଯିବାକୁ ଚାହୁଁନାହାନ୍ତି । ତା’ପରେ ସେ ବାଲୁଗାଁର ବାସିନ୍ଦା ତେଣୁ ନିର୍ବାଚନ ଜିତିବା ତାଙ୍କୁ କଷ୍ଟ ହେବନାହିଁ । ବିଜେପିରେ ଟିକେଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନ ଥିଲେ ମଧ୍ୟ କିନ୍ତୁ ପାରିବାରିକ ଅହଂଭାବ ଏବଂ ନିର୍ବାଚନ ଜିତିବା ପରେ କାହାର ଆଉ ଦର୍ଶନ ନ ମିଳିବା, ବିଜେପିକୁ ଅଡ଼ୁଆରେ ପକାଇପାରେ । ୨୦୧୪ରେ ବିଜେପି ନିର୍ବାଚନ ଇସ୍ତାହାରରେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ରଖିପାରିନଥିଲେ । ସବୁଠୁ ବଡ଼ ଦୁଃଖ , ନିର୍ବାଚିତ ବିଧାୟକ ଜନସାଧାରଣଙ୍କ ସହିତ କୌଣସି ସମ୍ପର୍କ ରଖିଲେ ନାହିଁ । ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ ଗୋଟିଏ କଥା ଆଲୋଚ୍ୟ ବିଷୟ ପାଲଟିଛି । ତାହା ହେଲା ବିଜେପି କହିଲେ ହରିଚନ୍ଦନ ପରିବାର ଆଉ ବିଜେପିରେ ପ୍ରାର୍ଥୀ ହେବାକୁ କେହିନାହାନ୍ତି? ବାପା ପରେ ପୁଅ, ପୁଅ ପରେ ଭାଇ, ଭାଇ ପରେ ପୁତୁରା ଏହିପରି ପାରିବାରିକ ରାଜନୀତି ଯୋଗୁଁ ଲୋକେ ଅତିଷ୍ଠ ହୋଇଗଲେଣି । ହରିଚନ୍ଦନ ପରିବାର ରାଜନୀତିକୁ ଏକ ବ୍ୟବସାୟରେ ପରିଣତ କରିସାରିଲେଣି ବୋଲି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଦଳ ମଧ୍ୟରେ ଥିବା ଚାପା ଗୁଞ୍ଜରଣ ଦର୍ଶାଉଛି, ଏହିକି ଯେ ହରିଚନ୍ଦନ ପରିବାରକୁ ରାଜନୀତିରୁ ଦୂରେଇ ରଖିବା ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜକୁ ପ୍ରସ୍ତୁତ ଚଳାଇଛନ୍ତି । ସେପଟେ ବର୍ତ୍ତମାନର ବିଧାୟକ ବିଭୁତି ହରିଚନ୍ଦନ ପୁତୁରା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟିକେଟ ଦେବା ସପକ୍ଷରେ ନ ଥିବା ବେଳେ କୌଣସି ମତେ ଟିକେଟ ହାତେଇବାକୁ ପୃଥ୍ୱୀରାଜ ତାଙ୍କର ଯୋଜନା ଚାଲୁ ରଖିଛନ୍ତି । କଂଗ୍ରେସ ଦଳ ଚିଲିକା ନିର୍ବାଚନମଣ୍ଡଳୀରେ କୋଉଠି ଅଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । କାରଣ ୧୯ବର୍ଷ ହେଲା ଏହି କଂଗ୍ରେସର ୱାର୍ଡମେମ୍ବରଟିଏ ମଧ୍ୟ ଜିତିନାହାନ୍ତି । ଯେତେ ସବୁ କଂଗ୍ରେସ କର୍ମୀଥିଲେ ସେମାନେ ସମସ୍ତେ ରଘୁନାଥଙ୍କ ସଙ୍ଗେ ବିଜେଡିକୁ ଚାଲିଗଲେ । ବାକି ଯେଉଁମାନେ ନ ଗଲେ ସେମାନେ ବିଜେପିକୁ ପଳାଇଲେ । ବାକି ହାତଗଣତିରେ କିଛିଲୋକ ଚୁପ୍ଚାପ୍ ନିଜର ପରିଚୟ ଲୁଚାଇ ନୀରବ ରହିଲେ । ତେଣୁ ଚିଲିକାରେ କଂଗ୍ରେସର ଅସ୍ତିତ୍ୱ ନାହିଁ କହିଲେ ଚଳେ । ଏଠି ମୁଖ୍ୟତଃ ବିଜେଡି ଆଉ ବିଜେପି ମଧ୍ୟରେ ଲଢ଼େଇ ହେଉଛି ଏବଂ ହେବ । ତେଣୁ ଏପରି ସ୍ଥିତିରେ କିଏ କେଉଁ ଦଳର ପ୍ରାର୍ଥୀ ହେବା ନିଶ୍ଚିତ ତାହା ଜଣାପଡ଼ୁନଥିବା ବେଳେ ଟିକେଟ ଆଶାୟୀମାନେ କିନ୍ତୁ ସେମାନଙ୍କର ରଣନୀତି ଜାରି ରଖିଥିବା ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ :
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Co wyróżnia Slottica na tle innych stron podobnych do Kasyno Total? Lobby gier stale rośnie dzięki współpracy z uznanymi studiami developerskimi, takimi jak Maskot Gaming, BGaming, Play’n Go, Gamzix, NetEnt oraz Playson. Dzięki temu gracze mają dostęp zarówno do klasycznych automatów, jak i nowoczesnych slotów z rozbudowaną grafiką i dodatkowymi funkcjami bonusowymi.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.
Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji.
Choć na polskim rynku platforma Vavada.net jest obecna od stosunkowo niedawna, nasz globalny debiut miał miejsce już w 2017 roku. Od tego czasu zdołaliśmy zbudować solidne zaufanie wśród tysięcy miłośników hazardu nad Wisłą. Każdego dnia nasz portal rejestruje wizyty ponad 8000 aktywnych użytkowników, co stanowi najlepszy dowód na nasz dynamiczny rozwój. Społeczność graczy docenia nas przede wszystkim za bezproblemowe działanie, świetne bonusy oraz fachowe podejście do klienta.
Cenione kasyno online Vavanda zachęca wszystkich fanów hazardu do dołączenia do swojej ogromnej społeczności. Nasz międzynarodowy serwis udostępnia bogatą kolekcję pierwszorzędnych automatów, zapewniając przy tym maksymalne bezpieczeństwo oraz uczciwość rozgrywki. Dowodem naszej wiarygodności jest oficjalna licencja wydana przez rząd Curaçao. Niezależnie od tego, czy stawiasz swoje pierwsze kroki, czy jesteś weteranem hazardu, czekają tu na Ciebie wspaniałe pakiety powitalne, regularne promocje, ekscytujące turnieje, unikalne kody promocyjne, system cashback i wiele innych korzyści. Aby jednak móc stawiać zakłady na prawdziwe pieniądze i wypłacać wygrane, musisz najpierw zarejestrować swoje konto w Vavada Polska. Z usług naszego serwisu mogą korzystać wyłącznie osoby, które ukończyły 18 lat. Aby stać się pełnoprawnym graczem, wystarczy odwiedzić oficjalną stronę główną i wypełnić krótki formularz. Sam proces zakładania konta na Vavada.com wygląda następująco.
Cenione kasyno online Vavanda zachęca wszystkich fanów hazardu do dołączenia do swojej ogromnej społeczności. Nasz międzynarodowy serwis udostępnia bogatą kolekcję pierwszorzędnych automatów, zapewniając przy tym maksymalne bezpieczeństwo oraz uczciwość rozgrywki. Dowodem naszej wiarygodności jest oficjalna licencja wydana przez rząd Curaçao. Niezależnie od tego, czy stawiasz swoje pierwsze kroki, czy jesteś weteranem hazardu, czekają tu na Ciebie wspaniałe pakiety powitalne, regularne promocje, ekscytujące turnieje, unikalne kody promocyjne, system cashback i wiele innych korzyści. Aby jednak móc stawiać zakłady na prawdziwe pieniądze i wypłacać wygrane, musisz najpierw zarejestrować swoje konto w Vavada Polska. Z usług naszego serwisu mogą korzystać wyłącznie osoby, które ukończyły 18 lat. Aby stać się pełnoprawnym graczem, wystarczy odwiedzić oficjalną stronę główną i wypełnić krótki formularz. Sam proces zakładania konta na Vavada.com wygląda następująco.
Choć na polskim rynku platforma Vavada.net jest obecna od stosunkowo niedawna, nasz globalny debiut miał miejsce już w 2017 roku. Od tego czasu zdołaliśmy zbudować solidne zaufanie wśród tysięcy miłośników hazardu nad Wisłą. Każdego dnia nasz portal rejestruje wizyty ponad 8000 aktywnych użytkowników, co stanowi najlepszy dowód na nasz dynamiczny rozwój. Społeczność graczy docenia nas przede wszystkim za bezproblemowe działanie, świetne bonusy oraz fachowe podejście do klienta.