ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳଡିଆଁ ଅଭିଯାନ ସେତେକି ବଢିଚାଲିଛି । ଆଉ ଏହି କ୍ରମରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଜଣେ ପୂର୍ବତନ ସାଂସଦଙ୍କ ସମେତ ୩ ଜଣ ବିଧାୟକ । ପଦ୍ମ ଧରିଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ । ସେହିପରି ଆସିକା ବିଧାୟକ ଦେବରାଜ ମହାନ୍ତି ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।ସେହିପରି ସୁନ୍ଦରଗଡ ବିଧାନସଭା ନିର୍ବାଚନ ଲଢିଥିବା କୁସୁମ ଟେଟେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ଟିକେଟ୍ ବଣ୍ଟନକୁ ନେଇ ବିଜେଡିରୁ ଇସ୍ତଫା ଦେଇଥିଲେ କୁସୁମ । ସେହିପରି ଦଶପଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ବିଜେପିରେ ମିଶିଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ପୂର୍ବତନ ସାଂସଦଙ୍କ ସମେତ ବିଜେପିରେ ସାମିଲ ହେଲେ ୩ ବିଧାୟକ ।
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Manuelintib on ଆଜି ୩ ରାଜ୍ୟସଭା ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଦାଖଲ
- RonnieBam on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
- Jessedruct on ପୋଲିସ ଡିଜି ଅଭୟଙ୍କ ଅଚାନକ ବ୍ରହ୍ମପୁର ଗସ୍ତ
- WendellNon on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା
- Nealhoalf on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
