ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳଡିଆଁ ଅଭିଯାନ ସେତେକି ବଢିଚାଲିଛି । ଆଉ ଏହି କ୍ରମରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଜଣେ ପୂର୍ବତନ ସାଂସଦଙ୍କ ସମେତ ୩ ଜଣ ବିଧାୟକ । ପଦ୍ମ ଧରିଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ । ସେହିପରି ଆସିକା ବିଧାୟକ ଦେବରାଜ ମହାନ୍ତି ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।ସେହିପରି ସୁନ୍ଦରଗଡ ବିଧାନସଭା ନିର୍ବାଚନ ଲଢିଥିବା କୁସୁମ ଟେଟେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ଟିକେଟ୍ ବଣ୍ଟନକୁ ନେଇ ବିଜେଡିରୁ ଇସ୍ତଫା ଦେଇଥିଲେ କୁସୁମ । ସେହିପରି ଦଶପଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ବିଜେପିରେ ମିଶିଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ପୂର୍ବତନ ସାଂସଦଙ୍କ ସମେତ ବିଜେପିରେ ସାମିଲ ହେଲେ ୩ ବିଧାୟକ ।
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ClydePhype on ମହରଗରୁ ଆସି କାନ୍ତାରରେ ପଡ଼ିଗଲା ଦାଦନ; ଫେରାଇ ଆଣିଲା ପ୍ରଶାସନ, ବଢାଇଲା ଭୋକ !
- RogerAbipt on ‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
- Brandondup on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- BillySoott on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- EldenMeate on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
