ଉତ୍ତର ପ୍ରଦେଶ : ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରେ ଘଟିଥିବା ଆତଙ୍କି ହାମାଲାରେ ୩୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ୪୫ ଜଣ ଯବାନ ଆହତ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଶ୍ରୀନଗର ଆର୍ମି ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ୩୭ ଜଣ ଯବାନ ପ୍ରାଣ ହରାଇଥିବା ମଧ୍ୟରୁ ୟୁପିର ୧୨ ଜଣ ଯବାନ ହସିଦ ହୋଇଛନ୍ତି । ୟୁପିର ଯୋଗୀ ସରକାର ସେହି ୧୨ଜଣ ପରିବାରକୁ ୨୫ଲକ୍ଷ ଟଙ୍କା ଳେଖାଏ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏବଂ ଏହା ସହ ପରିବାରର ଜଣଙ୍କୁ ଚାକିରି ମଧ୍ୟ ଦିଆଯିବାର ଘୋଷଣା କରିଛନ୍ତି । ତା’ପରେ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଆମ ଦେଶର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ଏହାର ଉଚିତ ଯବାବ ଦିଆଯିବ । ଏହି ଆକ୍ରମଣକୁ ନିନ୍ଦା କରି ଭାରତ ସହ ବିଶ୍ୱର ଋଷିଆ, ଆମେରିକା, ଇସ୍ରାଏଲ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କା, ନେପାଳ ଭଳି ଦେଶ ଆତଙ୍କଦାବ ବିପକ୍ଷରେ ଲଢେଇ ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି ।
ଉତ୍ତର ପ୍ରଦେଶର ୧୨ସହିଦ ଯବାନଙ୍କ ଘରକୁ ମିଳିବ ୨୫ ଲକ୍ଷ ଟଙ୍କା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
