ନୂଆଦିଲ୍ଲୀ: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ କିଏ ୨ଲକ୍ଷ ଟଙ୍କା ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ଚାଲାଣ କଟିବା ଡରରେ ପୋଲିସଙ୍କ ସହ ଯୁକ୍ତିତର୍କ କରୁଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଏପରି ସ୍ଥିତିରେ ଦିଲ୍ଲୀରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ଯୁବତୀ ପୋଲିସ ସହ ମୁହାଁମୁହିଁ ହେବା ପରେ ଆତ୍ମହତ୍ୟାର ଧମକ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର କଶ୍ମୀରୀ ଗେଟ୍ ନିକଟରେ ଜଣେ ସ୍କୁଟି ଚାଳିକା ଫୋନରେ କଥା ହେବା ସହ ଗାଡିର ନମ୍ବର ପ୍ଲେଟ ଭାଙ୍ଗିଯାଇଥିବାରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲେ। ହେଲେ ଯୁବତୀ ଜଣକ ଚାଲାଣ କଟିବା ଡରରେ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଆଉ ଯଦି ତାଙ୍କୁ ଛଡା ନ ଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହାପରେ ଯୁବତୀ ଜଣକ କାନ୍ଦିବା ସହ ନିଜ ହେଲମେଟକୁ ତଳେ ଫୋପାଡି ଦେଇଥିଲେ। ପ୍ରାୟ ୨୦ ମିନିଟ୍ ଧରି ଏଭଳି ଡ୍ରାମା ଚାଲିବା ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିଲା।
ରାଜଧାନୀରେ ହାଇଭୋଲଟେଜ୍ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ
- Advertisement -
Stay Connected
Comment
- JeffreyMus on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- LenardJilia on ଭିଜିଲାନ୍ସ ଜାଲରେ ଡ଼ିଏଫଓ
- Jamesexcep on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- Robertbup on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- Caseyliz on କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସ୍ଆଇଟି ରିପୋର୍ଟ

Fuck abraham lincolnTeen bikiHondoras nude modelsBlack cum juicyHot chick big boobsWorld
wide price escortsHealing crystals breast cancerOlder
mature netSexual poems and jokes xnxx Petunia pickle
bottom kimonoOops her assEdmontom gayTeens
vldeosKotoe hentaiNicest tits in pornNatasha hentridge bela donna sex videosWild teens
fucking hard sex sample videosBottom fedders of the yangzte riverVergin 1 the naked office https://hot.xxxcharm.com/ Sexual harassment and intimate relationshipsNew interracial porn tubeFord escort white face page templatesFake nude stephanie from
lazytownYoung girl model porn tgpTgp free teen thumbsDon’t show
any one boobs xnxx Nude young teen girls picsFree
adult sexual picturesNaked teen girls on bangerbrosLyrics for
im in love with a stripper remixItchy sores on vaginaAss
parade videosFree twink masturbating moviesXtina titsHow to make a
homeade dildoWemen in bikinis